Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଏହି ୩ଟି ଅଙ୍ଗରେ ଭୁଲରେ ବି ଲଗାନ୍ତୁ ନାହିଁ ସାବୁନ : ଜାଣନ୍ତୁ କେଉଁଠି?

25/06/2019 at 3:01 PM

ଅଧିକାଂଶ ଲୋକେ ପ୍ରତିଦିନ ସାବୁନ ବ୍ୟବହାର କରିଥାଆନ୍ତି। ଶରୀରକୁ ପରିଷ୍କାର କରିବା ପାଇଁ ସାବୁନର ଉପଯୋଗ କରାଯାଇଥାଏ। କିନ୍ତୁ ଆମ ଶରୀରର କେତେକ ଅଙ୍ଗରେ ସାବୁନ ଲଗାଇବା ଅନୁଚିତ୍। କାରଣ ସେହି ସବୁ ସ୍ଥାନରେ ସାବୁନ ଲଗାଇବା ଦ୍ବାରା ସେହି ଅଙ୍ଗରେ କ୍ଷତି ପହଞ୍ଚିଥିାଏ। ଆସନ୍ତୁ ଜାଣିବା ସେହି ଅଙ୍ଗଗୁଡ଼ିକ ବିଷୟରେ

୧.କେଶ : ଅଧିକାଂଶ ଗାଁର ଲୋକେ କେଶକୁ ଧୋଇବା ପାଇଁ ସାବୁନ ବ୍ୟବହାର କରିଥାଆନ୍ତି। କିନ୍ତୁ କେଶକୁ ଧୋଇବା ପାଇଁ କଦାପି ସାବୁନ ବ୍ୟବହାର କରନ୍ତୁ ନାହିଁ। କେଶକୁ ସବୁବେଳେ ଶ୍ୟାମ୍ପୁରେ ଧୋଇବା ଉଚିତ୍। କାରଣ ସାବୁନ ବ୍ୟବହାର କରିବା ଦ୍ବାରା କେଶ ଦୁର୍ବଳ ହୋଇଯାଇଥାଏ ଏବଂ ଝଡ଼ିବାକୁ ଲାଗିଥାଏ। କେବଳ ଏତିକି ନୁହେଁ କେଶରେ ଉକୁଣୀ ମଧ୍ୟ ହୋଇଥାଏ। ସେଥିପାଇଁ ସବୁବେଳେ ଶ୍ୟାମ୍ପୁ ବ୍ୟବହାର କରନ୍ତୁ ଏବଂ ନିଜର କେଶର ଯତ୍ନ ନିଅନ୍ତୁ।

୨.ନାକ : କେବେ ନାକରେ ସାବୁନ ଲଗାଇବା ଉଚିତ୍ ନୁହେଁ। ଯଦି ବି ଆପଣ ନାକରେ ସାବୁନ ଲଗାଉଛନ୍ତି ତାହେଲେ ସାବୁନର ଫେଣକୁ ନାକ ଭିତରେ ଯିବାକୁ ଦିଅନ୍ତୁ ନାହିଁ। କାରଣ ସାବୁନ ଫେଣ ନାକ ଭିତରେ ଯିବା ଦ୍ବାରା ନାକରେ ଜ୍ବଳନ ହୋଇଥାଏ। ଏହା ଦ୍ବାରା ମସ୍ତିଷ୍କରେ ମଧ୍ୟ କୁପ୍ରଭାବ ପଡ଼ିଥାଏ।

୩. ମୁହଁ : ପ୍ରାୟ ଲୋକ ମୁହଁରେ ସାବୁନ ଲଗାଇଥାଆନ୍ତି। କେତେକ ସାବୁନ କିଛି ଖଟା ଜିନିଷରୁ ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ମୁହଁରେ ସାବୁନ ଲଗାଇବା ଦ୍ବାରା କୁପ୍ରଭାବ ପଡ଼ିଥାଏ ଏବଂ ତ୍ବଚାରେ କ୍ଷତି ପହଞ୍ଚିଥାଏ। କାରଣ ମୁହଁର ତ୍ବଚା କୋମଳ ହୋଇଥାଏ। ମୁହଁରେ ସାବୁନ ପରିବର୍ତେ ଫେସ୍ ଓ୍ବାଶ ବ୍ୟବହାର କରନ୍ତୁ।

   Related Posts