Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଭୁଲରେ ବି ଏକାଠି ଖାଆନ୍ତୁ ନାହିଁ ଏହି ଜିନିଷ, ନଚେତ୍ ହୋଇପାରେ ଏହି ରୋଗ

25/11/2021 at 9:43 AM

ନୂଆଦିଲ୍ଲୀ ୨୫/୧୧: ଖାଦ୍ୟ ପେୟର ଏପରି ଅନେକ ଜିନିଷ ଅଛି ଯାହାକୁ ଏକାଠି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ। ଚାଲନ୍ତୁ ଜାଣିବା ଏପରି କିଛି ଜିନିଷ ବିଷୟରେ ।

PunjabKesari

କ୍ଷୀର-ପଣସ :

କ୍ଷୀର ଏବଂ ପଣସ କେବେବି ଏକାଠି ଖାଇବା ଉଚିତ୍ ନୁହେଁ। ଯଦି ଆପଣ ଖାଇବାର ଏକ ଘଣ୍ଟା ପୂର୍ବରୁ କ୍ଷୀର ପିଇଛନ୍ତି, ତେବେ ଏହି ସମୟ ମଧ୍ୟରେ ପଣସ ଖାଆନ୍ତୁ ନାହିଁ । କାରଣ କ୍ଷୀର ଏବଂ ପଣସ ଏକତ୍ର ରିୟାକ୍ସନ କରିପାରେ।

PunjabKesari

ଘିଅ-ମହୁ :

ମହୁ ଏବଂ ଘିକୁ ଏକାଠି ଖାଇବା ଉଚିତ୍ ନୁହେଁ।  ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଉଭୟର ପ୍ରତିକ୍ରିୟା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏଗୁଡିକ ଏକାଠି ବିଷ ତିଆରି କରନ୍ତି ।

PunjabKesari

କ୍ଷୀର-କୋଳଥ:

କ୍ଷୀର ଏବଂ କୋଳଥ ଏକାଠି ଖାଇବା କ୍ଷତିକାରକ। ଏଗୁଡିକୁ ଏକାଠି ଖାଇବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଉଭୟକୁ ଏକାଠି ଖାଇବା ଦ୍ୱାରା ଚର୍ମ ରୋଗ, ସ୍କାବିସ୍, କୁଞ୍ଚନ ଏବଂ ଏକ୍ଜିମା ହୋଇପାରେ।

   Related Posts