୨ ବର୍ଷର ଶିଶୁକୁ କଚାଡି ମାରିଲା ବାପା
14/04/2018 at 6:57 AM

୨ ବର୍ଷର ଶିଶୁ କନ୍ୟାକୁ କଚାଡି ମାରିଲା ବାପା
କନ୍ଧମାଳ ଦାରିଙ୍ଗବାଡିରେ ଅଭାବନୀୟ ଘଟଣା
ଅଭିଯୁକ୍ତ ବାପା ଅରବିନ୍ଦ ପ୍ରଧାନ
ମଦ ପିଇ ସ୍ତ୍ରୀ ସହ ଝଗଡା କରି ୨ ବର୍ଷର ଝିଅର ଗୋଡ ଧରି ତଳେ କଚାଡି ଦେଲା
ଗୁରୁତର ଅବସ୍ଥାରେ ତାକୁ ଫୁଲବାଣୀ ମେଡିକାଲ ନିଆଯାଇଥିଲା
ଅବସ୍ଥା ସଙ୍କଟାପନ୍ନ ହେବାରୁ ଶିଶୁକୁ ବ୍ରହ୍ମପୁର ବଡ ମେଡିକାଲ ରେଫର କରାଯାଇଥିଲା
ହେଲେ ଗତ ରାତିରେ ଝିଅର ମୃତ୍ୟୁ ହୋଇଛି
ଅଭିଯୁକ୍ତ ବାପାକୁ ଗିରଫ କରିଛି ପୋଲିସ
Related Posts
ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ
3 March 2021