ସମୁଦ୍ରକୂଳରୁ ଡଲଫିନ୍‌ର ମୃତଦେହ ଠାବ

Published By : Prameya-News7 Bureau | May 22, 2019 IST

ଖଲ୍ଲିକୋଟ ୨୨|୫:  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସମୁଦ୍ର କୂଳରୁ ଡଲଫିନ୍‌ର ମୃତଦେହ ଠାବ ହୋଇଛି । ଗଞ୍ଜାମ ବ୍ଲକ୍ କଣ୍ଟିଆଗଡ ଗାଁ ସମୁଦ୍ର ନିକଟରୁ ଡଲଫିନ୍‌ର ମୃତଦେହ ଠାବ ହୋଇଛି । ସମୁଦ୍ର ବେଳାଭୂମିରେ ମୃତଦେହକୁ କାଉ ଖାଉଥିବା ଦେଖିବାକୁ ମିଳିଛି । ମୃତ ଡଲଫିନ୍‌ର ଲମ୍ବ ୬ଫୁଟ ଥିବା ଜଣାପଡିଛି । ଗ୍ରାମବସୀମାନେ ବନ ବିଭାଗକୁ ଖବର ଦେଇଥିଲେ ବି କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.