ସମୁଦ୍ର ବେଳାଭୂମିରୁ ଡଲଫିନର ମୃତଦେହ ଉଦ୍ଧାର

Published By : Prameya-News7 Bureau | May 28, 2018 IST

ପୁରୀ ସମୁଦ୍ର ବେଳାଭୂମିରୁ ଡଲଫିନର ମୃତଦେହ ଉଦ୍ଧାର ହୋଟେଲ ସୁପାଲେସ ସମ୍ମୁଖ ବେଳଭୂମିରୁ ମୃତଦେହ ଉଦ୍ଧାର ମୃତ ଡଲଫିନର ଲମ୍ବ ପ୍ରାୟ ୪ ଫୁଟ୍ ଟ୍ରଲର ମାଡ କିମ୍ବା ଜାଲରେ ପଡି ମୃତ୍ୟୁ ହୋଇଥିବା ଅନୁମାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.