Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ତୁଟୁନି ବାଲିଯାତ୍ରାକୁ ନେଇ ବିବାଦ ; ଏଥର ବାଲିଯାତ୍ରାରେ ସାମିଲ ହେବେ ନାହିଁ ଦୋଳି ବ୍ୟବସାୟୀ

20/11/2018 at 11:00 AM

କଟକ ୨୦|୧୧:  ଆଉ ୨ ଦିନ ରହିଲା କଟକର ଐତିହାସିକ ବାଲିଯାତ୍ରା। କିନ୍ତୁ ଏଥର ବାଲିଯାତ୍ରାକୁ ବିବାଦ ଛାଡ଼ୁନାହିଁ। ଷ୍ଟଲ କାମ ସଂପୂର୍ଣ୍ଣ ହୋଇନଥିବା ବେଳେ ଏଥର ଦୋଳି ବ୍ୟବସାୟୀ ମାନେ ବାଲିଯାତ୍ରାରେ ସାମିଲ ହେବେ ନାହିଁ ।  ଏଥିଯୋଗୁଁ ବାଲିଯାତ୍ରାର ଅନ୍ୟତମ ଆକର୍ଷଣ କୁହାଯାଉଥିବା ଦୋଳିଖେଳ ଏଥର ଆଉ ଦେଖିବାକୁ ମିଳିବ ନାହିଁ । ଦିନକୁ ୯ ହଜାର ଟଙ୍କା ଏବଂ ଅଲଗା ଏକ ସ୍ଥାନରେ ଦୋଳି ପକାଇବାକୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଦୋଳି ବ୍ୟବସାୟୀ ମାନେ ଗ୍ରହଣ କରିନାହାନ୍ତି। ଏହାର ପ୍ରତିବାଦରେ ସେମାନେ ଏଥର ବାଲିଯାତ୍ରାରେ ଦୋଳି ନପକାଇବାକୁ ସ୍ଥିର କରି ଫେରିଯାଇଛନ୍ତି। ଏହି ବିବାଦ ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି କଟକ ବାସିନ୍ଦା।

   Related Posts