Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ବିଷାକ୍ତ ନାଗ ସାପ କବଳରୁ ରକ୍ଷା କଲା ପୋଷା କୁକୁର : ସାପ- କୁକୁର ଲଢ଼େଇରେ ଦୁଇ ଖଣ୍ଡ ହେଲା ସାପ

11/11/2019 at 11:27 AM

କୋରାପୁଟ ୧୧/୧୧: ମାଲିକଙ୍କ ରୁଣ ଶୁଝିଲା ପୋଷା କୁକୁର। ବିଶାକ୍ତ ନାଗ ସାପ କବଳରୁ ରକ୍ଷା ପାଇଗଲେ ପରିବାରର ୬ ସଦସ୍ୟ।ଏମିତି କିଛି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସହରର ପାଓ୍ବାର ହାଉସ କଲୋନୀରେ।ଘଟଣା ଗତ କାଲି ଅପରାହ୍ନରେ ଘଟିଥିବାବେଳେ ଆଜି ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚାଲିଛି ଚର୍ଚ୍ଚା।

ଗତ କାଲି ଦିନ ପାଖାପାଖି ୩ ଟା ସମୟରେ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ଘର ଭିତରକୁ ଏକ ବିରାଟକାୟ ନାଗ ସାପ ପଶୁଥିବା ବେଳେ ଏହାକୁ ଘର ଭିତରକୁ ପ୍ରବେଶ କରାଇ ଦେଇନଥିଲା ପୋଶା କୁକୁର ଡଗୀ।ଏହାକୁ ନେଇ ଉଭୟ ସାପ ଓ କୁକୁର ମଧ୍ୟରେ ପାଖାପାଖି ୩୦ ମିନିଟ ଲଢେଈ ହୋଇଥିବା ବେଳେ ଶେଷରେ ସାପକୁ କାମୁଡି ଦୁଇ ଖଣ୍ଡ କରି ଦେଇଥିଲା ଡଗୀ।

   Related Posts