Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଖେଳ ଚାଲିଥିଲା ବେଳେ ଷ୍ଟାଡିୟମରେ ପଶିଗଲା କୁକୁର, ବଲ୍ ଧରି ଧାଇଁଲା, ଦେଖନ୍ତୁ ଭିଡିଓ

12/09/2021 at 1:10 PM

ନ୍ୟୁୟର୍କ,୧୨/୦୯:  ଷ୍ଟାଡିୟରେ ପଶିଗଲା କୁକୁର । ନେଇଗଲା ବଲ୍ । ଏପରି ଘଟଣା ଘଟିଛି ଶନିବାର ଏକ ଟି୨୦ ମ୍ୟାଚ୍ ଚାଲିଥିବା ବେଳେ । ଯାହା ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କୁ କୌତୁହଳ କରିଥିଲା ।

ସୂଚନାନୁସାରେ, ଶନିବାର ଅଲ ଆୟାରଲ୍ୟାଣ୍ଡ ଟି୨୦ କପ୍ ଚାଲିଥିଲା । ବ୍ରିଡି କ୍ରିକେଟ୍ କ୍ଲବ୍ ଓ ସିଭିଲ ସର୍ଭିସ୍ ନର୍ଥ ମଧ୍ୟରେ ଏହି ମୁକାବିଲା ଖେଳାଯାଉଥିଲା । ଲାଇଭ୍ ମ୍ୟାଚ୍ ଚାଲିଥିବା ବେଳେ ହଠାତ ଏକ କୁକୁର ଷ୍ଟାଡିୟମରେ ପଶିବା ସହ ବଲ ନେଇ ପଳାଇଥିଲା । ଏହାସହ ସେ ପୁରା ଷ୍ଟାଡିୟମରେ ଚକ୍କର କାଟିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଘଟଣା ସର୍ଭିସ ନର୍ଥର ବ୍ୟାଟିଂ ବେଳେ ଘଟିଥିଲା । କୁକୁରକୁ ଧରିବାକୁ ସେଠାରେ ଥିବା କର୍ମଚାରୀ ନାକେଦମ ହୋଇଥିଲେ ।

ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ବ୍ରିଡି କ୍ଲବ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୦୫ ରନ୍ କରିଥିଲା । ଜବାବରେ ସିଭିଲ ସର୍ଭିସ ନର୍ଥ ୧୨ ଓଭରରେ ୯ ଓ୍ୱିକେଟ୍ ହରାଇ ମାତ୍ର ୬୩ ରନ୍ କରି ପାରିଥିଲା । ବର୍ଷା ବାଧାପ୍ରାପ୍ତ ଏହି ମୁକାବିଲାକୁ ବ୍ରିଡି କ୍ଲବ ୧୧ ରନରେ ବିଜୟୀ ହୋଇଥିଲା । ଏହାସହ ଦଳ ଫାଇନାଲରେ ପ୍ରବେଶ କରିଥିଲା ।

   Related Posts