Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ମୁହଁରୁ ଦୁର୍ଗନ୍ଧ ବାହାରୁଛି କି ? କରନ୍ତୁ ଏହି ଉପାୟ, ତୁରନ୍ତ ପାଇବେ ମୁକ୍ତି

4/04/2019 at 4:32 PM

ପାଟିରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଅନେକଙ୍କର ଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ମାଉଥ ଫ୍ରସନର ବ୍ୟବହାର କରନ୍ତି କିମ୍ୱା ମାଉଥୱାସର ସାହାରା ନିଅନ୍ତି। ଡେଣ୍ଟିଷ୍ଟ ଅନୁସାରେ ମୁହଁରୁ ଦୁର୍ଗନ୍ଧ ଆସିବା କୌଣସି ରୋଗର ସଂକେତ ହୋଇନଥାଏ।
ଡାକ୍ତର ଅରବିନ୍ଦ ଠାକୁରଙ୍କ ଅନୁସାରେ ଖାଇବା ପିଇବା ପରେ ଦାନ୍ତ ସଫା କରିବା ଉଚିତ୍‌। ପ୍ରତି ଦିନ ୩ ଥର ଟୁଥବ୍ରସ କରିବା ଆବଶ୍ୟକ। ପ୍ରତି ୩-୪ ମାସ ମଧ୍ୟରେ ବ୍ରସ ବଦଳାଇବା ଉଚିତ୍‌। ଦାନ୍ତକୁ ଫ୍ଲସରେ ମଧ୍ୟ ସଫା କରିବା ଆବଶ୍ୟକ। ଏଏହା ଦ୍ୱାରା ଦାନ୍ତ ମଝିରେ ଫସିଥିବା ଖାଦ୍ୟ ସଫା ହୋଇଥାଏ।
ମୁହଁ ଭିତରେ ସଲାଇଭା ବା ଲାଳ କମ ହେବା ମଧ୍ୟ ଦୁର୍ଗନ୍ଧର କାରଣ ହୋଇଥାଏ। ତେଣୁ ଚୁଇଙ୍ଗଗମ ଖାଇଲେ ଏହି ସମସ୍ୟାର ସମାଧାନ ହୋଇଥାଏ। ପୋକ ଖାଇଥିବା ଦାନ୍ତ ଥିଲେ ମଧ୍ୟ ମୁହଁରୁ ଦୁର୍ଗନ୍ଧ ଆସେ।

ଡାକ୍ତର ଅରବିନ୍ଦ ଠାକୁରଙ୍କ ଅନୁସାରେ ଓରାଲ କ୍ୟାନସର, ଟନ୍‌ସିଲାଇଟିସ, ହାଡଗଣ୍ଠି ରୋଗ, ଡାଇବେଟିଜ ଓ ଟିବି ଭଳି ରୋଗ ଥିଲେ ମଧ୍ୟ ମୁହଁରୁ ଦୁର୍ଗନ୍ଧ ବାହାରିଥାଏ।    

 

   Related Posts