Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଡାକ୍ତରଙ୍କ ମାରପିଟ୍‌ ଭିଡିଓ ଭାଇରାଲ: ପୁରୁ​‌ଷ ଡାକ୍ତରଙ୍କୁ ଚପଲରେ ପିଟିଲେ ମହିଳା ଡାକ୍ତର

9/10/2020 at 8:07 AM

ସମ୍ବଲପୁର୯/୧୦: ହସ୍ପିଟାଲ ପରିସରରେ ଡାକ୍ତର ଏବଂ ଡାକ୍ତରଙ୍କ ମଧ୍ୟରେ ମାରପିଟ୍‌। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓରେ ଜଣେ ମହିଳା ଡାକ୍ତର ଜଣେ ପୁରୁଷ ଡାକ୍ତରଙ୍କୁ ଚପଲରେ ପିଟୁଛନ୍ତି। ଏହାପରେ ପୁରୁଷ ଡାକ୍ତର ଜଣଙ୍କ ରାଗରେ ମହିଳା ଡାକ୍ତରଙ୍କ ଉପରକୁ ଆକ୍ରମଣ କରୁଛନ୍ତି।ଘଟଣାସ୍ଥଳରେ ଥିବା ଜଣେ ଅନ୍ୟ ଜଣେ ବ୍ୟକ୍ତି ଦୁଇଜଣଙ୍କୁ ବୁଝାଉଛନ୍ତି।କେଉଁ କାରଣରୁ ଉଭୟଙ୍କ ମଧ୍ୟରେ ମାରପିଟ୍‌ ଲାଗିଛନ୍ତି, ତାହାର କାରଣ ଜଣାପଡି ନାହିଁ।ଏପରି କି ଏ ନେଇ ବୁର୍ଲା ଥାନାରେ ମଧ୍ୟ କୌଣସି ଏତଲ ଦିଆଯାଇ ନାହିଁ।   ମିଳିଥିବା ସୂଚନା ଅନୁସାରେ ଏହି ଭିଡିଓଟି ମେଡିକାଲ କଲେଜ (ଭୀମସାର)ରେ ବୋଲି ଜଣାପଡିଛି। ଏହି ଭାଇରାଲ ଭିଡିଓ ଘଟଣାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି।

   Related Posts