ରାଜଧାନୀରେ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ
15/09/2018 at 4:21 AM

ଭୁବନେଶ୍ୱର ୧୪/୦୯: ରାଜଧାନୀରେ ଡାକ୍ତରାଣୀଙ୍କ ମୃତ୍ୟୁକୁ ନେଇ ସଂଦେହ ବଢ଼ିବାରେ ଲାଗିଛି । ଶ୍ରୀବିହାରର ଅଂଚଳର ଏକ ଭଡା ଘରୁ ଡାକ୍ତରାଣୀ ମନସ୍ବୀନି ବାରିକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ହସପିଟାଲରେ କାର୍ଯ୍ୟ କରୁଥିଲେ ମନସ୍ବିନୀ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା’ କେହି ତାଙ୍କୁ ହତ୍ୟା କରିଛି ଏବେ ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି କମିଶନରେଟ ପୋଲିସ ।
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021