ଭୁବନେଶ୍ବର ଷ୍ଟେସନ ନିକଟରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର
25/08/2018 at 2:10 AM

ଭୁବନେଶ୍ବର ୨୫/୮:ଭୁବନେଶ୍ବର ରେଳ ଷ୍ଟେସନର ୧ନଂ ପ୍ଲାଟଫର୍ମରୁ ଜଣେ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଡାକ୍ତର ହେଉଛନ୍ତି ଜଣେ ଶିଶୁ ରୋଗ ବିଶେଷଞ ରବୀନ୍ଦ୍ର ନାଥ ରଥ। ତେବେ ଡାକ୍ତରଙ୍କ କିଭଳି ମୃତ୍ୟୁ ହୋଇଛି ସେ ନେଇ କୈାଣସି ସ୍ପଷ୍ଟ ସୂଚନା ମିଳିନାହିଁ। ମୃତ ଡାକ୍ତରଙ୍କ ଘର ସାମନ୍ତରାପୁରଠାରେ ବୋଲି ଜଣାପଡ଼ିଛି।
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021