Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଡାକ୍ତର ବାବୁଙ୍କ ଦସ୍ତଖତ ଦାମ୍ ୨୦୦ଟଙ୍କା, ମେଡିକାଲ୍ ସାର୍ଟିଫିକେଟ୍ ପାଇଁ ଟଙ୍କା ନେବାର ଭିଡିଓ ଭାଇରାଲ୍

28/04/2021 at 11:30 AM

କଳାହାଣ୍ଡି ୨୮।୪: ସ୍ବାସ୍ଥ୍ୟ ସାର୍ଟିଫିକେଟ୍ ପାଇଁ ଡାକ୍ତର ବାବୁଙ୍କ ଦସ୍ତଖତ ଦାମ୍ ୨୦୦ ଟଙ୍କା । ରେଟ୍ ଫିକ୍ସ। ସରକାରୀ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଖୁଲମଖୁଲା ଟଙ୍କା ଆଦାୟ କରାଯାଉଛି । ସରକାରୀ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଜାରି ରହିଛି ଟଙ୍କା ଆଦାୟ । ସୋସିଆଲ ମିଡ଼ିଆରେ ଟଙ୍କା ଆଦାୟ ଭିଡିଓ ଭାଇରାଲ୍ ହୋଇଛି ।

କଳାହାଣ୍ଡି ଜିଲ୍ଲାର ଚାରବାହାଲ ନୂତନ ଉପ ସ୍ବାସ୍ଥ୍ୟକେନ୍ଦ୍ରର ଏମବିବିଏସ ଡାକ୍ତରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଆରଟିଓ ଅଫିସରେ ଟ୍ରାନ୍ସପୋର୍ଟ ଲାଇସେନ୍ସ ପାଇଁ ଆବଶ୍ୟକ ସ୍ବାସ୍ଥ୍ୟ ସାର୍ଟିଫିକେଟ୍ ପାଇଁ ମୋତିଆଲଗୁଡାର ଲକ୍ଷ୍ମୀଧର ଛତ୍ରିଆଠାରୁ ଡାକ୍ତର ଟଙ୍କା ନେଉଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି । କେବଳ ଲକ୍ଷ୍ମୀଧରଠାରୁ ୨ଗୋଟି ଦସ୍ତଖତ ପାଇଁ ୪ଶହ ଟଙ୍କା ନୁହେଁ ବରଂ ଅନ୍ୟ ଜଣଙ୍କ ସାର୍ଟିଫିକେଟ୍ ଏଫିଡେଭିଟ୍ ପାଇଁ ୮ ଗୋଟି ଦସ୍ତଖତ ପାଇଁ ୧୬ ଟଙ୍କା ନେଇଥିବା ଭାଇରାଲ୍ ଭିଡିଓ ରହିଥିବା ଦାବି କରାଯାଇଛି।

   Related Posts