ଦେବଗଡ୧୭/୭: ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଧାନପାଟ ଜଳପ୍ରପାତରୁ ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସ୍ଥାନୀୟ ବଣିଆ ସାହିର ଶୁଭମ ପ୍ରସାଦ।ଗତକାଲି ଠାରୁ ଘରକୁ ଫେରିନଥିଲେ। ସେଲଫି ନେବା ବେଳେ ଅଘଟଣ ଘଟିଥିବା ସନ୍ଦେହ। ଉତ୍ତରପ୍ରଦେଶର ଆହ୍ଲାବାଦ ଠାରେ ଡାକ୍ତରୀ ପାଠ ପଢୁଥିଲେ ଶୁଭମ୍।
ଅକ୍ଷୟ ତୃତୀୟାରେ ନାମାଙ୍କନ ଭରିଲେ ବର୍ଷା ପ୍ରିୟଦର୍ଶି...