ଡାକ୍ତର ପଦବୀ ପୂରଣ ପାଇଁ ଅଣ୍ଟା ଭିଡିଲେ ରାଜ୍ୟ ସରକାର
28/10/2019 at 11:53 PM

ଭୁବନେଶ୍ୱର – ରାଜ୍ୟରେ ଡାକ୍ତର ପଦବୀ ପୂରଣ ପାଇଁ ସରକାର ଅଣ୍ଟା ଭିଡିଛନ୍ତି । ଖୁବଶୀଘ୍ର ପରୀକ୍ଷା କରି ଡାକ୍ତରମାନଙ୍କୁ ନିଯୁକ୍ତି ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ଓପିଏସ୍ସିକୁ ପତ୍ର ଲେଖିଛନ୍ତି । ୩୨୭୮ ଡାକ୍ତରପଦବୀ ପୂରଣ ପାଇଁ ପତ୍ର ଲେଖାଯାଇଛି