Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

କରୋନା ରୋଗୀମାନେ କ’ଣ ଖାଇବା ଉଚିତ୍, କ’ଣ ଅନୁଚିତ୍: କୋଭିଡ୍ ହସ୍ପିଟାଲର ଡାକ୍ତରଙ୍କ ମୁହଁରୁ ଶୁଣନ୍ତୁ…

23/06/2020 at 2:54 PM

ବାଲେଶ୍ବର୨୩/୬: ଦିନକୁ ଦିନ ରାଜ୍ୟରେ କୋଭିଡ୍‌-୧୯ ପଜିଟିଭ୍‌ଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ମୁକାବିଲା ନେଇ ରାଜ୍ୟ ସରକାର ବିଭିନ୍ନ ଜିଲ୍ଳାରେ କୋଭିଡ୍ ହସ୍ପିଟାଲ​‌ ପ୍ରତିଷ୍ଠାନ କରିଛନ୍ତି। ବାଲେଶ୍ବର ଜିଲ୍ଲାର କୋଭିଡ୍‌-୧୯ ହସ୍ପିଟାଲର ଡାକ୍ତର ରତ୍ନାକର ଦାସ କରୋନା ଆକ୍ରାନ୍ତଙ୍କ ସଂପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଜଣେ ସାଧାରଣ ଲୋକ କରୋନା ଆକ୍ରାନ୍ତ ହୋଇଛି କି ନାହିଁ, କିପରି ଜାଣିବା, ସେହି ସଂପର୍କରେ ଡାକ୍ତର ରତ୍ନାକର ସୂଚନା ଦେଇଛନ୍ତି। ଏମିତି କିଛି ଲୋକଙ୍କ ଶରୀରରେ କରୋନା ଲକ୍ଷଣ ନଥାଇ ମଧ୍ୟ ସେମାନଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ବାହାରିଥାଏ। ସାଧାରଣତଃ କରୋନା ରୋଗୀମାନେ ତେଲ, ମସାଲଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍। ଏପରି କି ସେମାନଙ୍କୁ ସୁଷମ ଖାଦ୍ୟ ଖାଇବାକୁ ଦେବା ଉଚିତ୍। ଅଧିକ ଜାଣିବା ପାଇଁ କୋଭିଡ୍‌ ହସ୍ପିଟାଲର ଡାକ୍ତର କଣ କହୁଛନ୍ତି ଶୁଣନ୍ତୁ…

   Related Posts