ଡାକ୍ତରଙ୍କ ପାଇଁ କାନ୍ଦିଲେ ଗ୍ରାମବାସୀ

Published By : Prameya-News7 Bureau | June 08, 2018 IST

ଡାକ୍ତରଙ୍କ ବିଦାୟ ସମ୍ବର୍ଧନାରେ ଡାକ୍ତରଙ୍କ ସେବା,ଚିକିତ୍ସା ଓ ବ୍ୟବହାରକୁ ଝୁରି କାନ୍ଦିଲେ ଲୋକେ | ନବରଙ୍ଗପୁର ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୮ ବର୍ଷ ଧରି ଡାକ୍ତର କିଶୋର ଚନ୍ଦ୍ର ଦାସ ରୋଗୀ ସେବା କରୁଥିଲେ | ତେବେ ଡାକ୍ତରଙ୍କ ନିସ୍ଵାର୍ଥପର ରୋଗୀସେବା ପାଇଁ ପାଇଁ ଅଶ୍ରୁଳ ବିଦାୟ ସହ ଏକ ସଭାର ଆୟୋଜନ କରିଥିଲେ ସ୍ଥାନୀୟ ଲୋକେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.