Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଲଣ୍ଡନରେ ବରିଷ୍ଠ ଓଡିଆ ଡାକ୍ତର ରାଧାରମଣ ଶର୍ମାଙ୍କ କରୋନାରେ ମୃତ୍ୟୁ

9/04/2020 at 10:28 AM

ଲଣ୍ଡନ ୯।୪: ସାରାବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ । ବିଶ୍ୱର ବର୍ତ୍ତମାନ ସୁଦ୍ଧା ୨୦୬ଟି ଦେଶକୁ ବ୍ୟାପିସାରିଲାଣି । ତେବେ ଏହି ମାରାତ୍ମକ ଭାଇରସ ଜଣେ ଓଡିଆ ଡାକ୍ତରଙ୍କ ଜୀବନ ନେଇଛି । ଲଣ୍ଡନରେ ଓଡିଆ ଡାକ୍ତର ରାଧାରମଣ ଶର୍ମା ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ରାଧାରମଣଙ୍କ ବୟସ ୭୦ବର୍ଷରୁ ଅଧିକ ବୋଲି ଜଣାପଡିଛି ।  

ଲଣ୍ଡନରେ କରୋନା ନେଲା ଓଡିଆ ଡାକ୍ତରଙ୍କ ଜୀବନ । ଡାକ୍ତର ରାଧାରମଣଙ୍କ  ଶର୍ମାଙ୍କ ମୃତ୍ୟୁ ହୋଇଛି । ଲଣ୍ଡନ ଓଡିଆ ସୋସାଇଟିର ସଦସ୍ୟ ଥିଲେ ଡାକ୍ତର ଶର୍ମା । ମୃତ୍ୟୁ ବେଳକୁ ରାଧାରମଣଙ୍କ ବୟସ ୭୦ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ରାଧାରମଣ କଟକ ଷ୍ଟୁଆର୍ଟ ସ୍କୁଲ , ଏସ୍‌ସିବି ମେଡିକାଲ କଲେଜରେ ଅଧ୍ୟୟନ କରିଥିଲେ। ପରେ ସେ ବ୍ରିଟେନ୍‌ ଚାଲିଯାଇଥିଲେ ।

   Related Posts