Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ରୋଗୀଙ୍କ ପୁଅକୁ ନର୍ସିଂ ହୋମ ମଧ୍ୟରେ ଡାକ୍ତର ମାରିଲେ ନିସ୍ତୁକମାଡ –ସରକାରୀ ଡାକ୍ତରଖାନାରୁ ଘରୋଇ ନର୍ସିଂ ହୋମକୁ ରୋଗୀ ପଠାଇଥିବା ଅଭିଯୋଗ

20/10/2019 at 10:36 PM

ସମ୍ବଲପୁର ୨୦।୧୦- ବୁର୍ଲା ମେଡିକାଲରେ ୫ଟିକୁ ଶକ୍ତ ଚାପୁଡା । ଡାକ୍ତରଙ୍କୁ ମାଡ ନୁହେଁ ବରଂ ରୋଗୀଙ୍କ ପୁଅଙ୍କୁ ଡାକ୍ତର ନର୍ସିଂହୋମ ଭିତରେ ମାଡ଼ ମାରିଥିବା ଅଭିଯୋଗ ଆଣିଲେ ରୋଗୀ ।

 ଏହା ସହ ଡାକ୍ତର ଘରୋଇ ନର୍ସିଂ ହୋମକୁ ରୋଗୀଙ୍କୁ ପଠାଇଥିବା ରୋଗୀ ଅଭିଯୋଗ ଆଣିଛନ୍ତି ରୋଗୀ । ସେପଟେ ରୋଗୀଙ୍କ ପୁଅ ଓ ତାଙ୍କ ସମ୍ପର୍କୀୟ ଏହାର ବିରୋଧ କରିବାକୁ ହସ୍ପିଟାଲ ଯାଇଥିବା ବେଳେ ଡାକ୍ତର ସୂର୍ଯକାନ୍ତ ପାଟ୍ଟଯୋଶୀ ଜେଡିଏ ପିଲାଙ୍କୁ ଲଗାଇ ତାଙ୍କୁ ପ୍ରବଳ ମାଡ଼ ମାରି ମିଛ କେସ୍ ରେ ଦେଇ ଫସାଇ ଥିବା ରୋଗୀଙ୍କ ସଂପର୍କୀୟ  ଅଭିଯୋଗ କରିଛନ୍ତି ।

 ଖାଲି ଏତିକି ନୁହେଁ ଘରୋଇ ନର୍ସିଂହୋମରେ ଆସି ଚିକିତ୍ସା କରୁଥିବାର ପ୍ରମାଣ ଲାଗିଛି ଗଣମାଧ୍ୟମ ହାତରେ। ରୋଗୀଙ୍କ ପ୍ରେସକ୍ରିପସନରେ ସମ୍ପୃକ୍ତ ଡାକ୍ତରଙ୍କର ସ୍ବାକ୍ଷର ମଧ୍ୟ ରହିଛି ।  ଝାରସୁଗୁଡା ଲଇକେରା ରେଙ୍ଗାଲବେଡାରର ଠଣ ସୁନ୍ଦର ସାହୁ ମୁଣ୍ଡବ୍ୟଥା ପାଇଁ ଭିମସାର ଆସିଥିଲେ । କିନ୍ତୁ ଚିକିତ୍ସା ବଦଳରେ ତାଙ୍କୁ ମାଡ଼ ଖାଇବାକୁ ପଡ଼ିଥିଲା। ତେବେ ରୋଗୀଙ୍କ ସଂପର୍କୀୟ ନ୍ୟୁରୋ ସର୍ଜରୀ ଓଟିରେ ପଶି ଡାକ୍ତର ପାଟ୍ଟଯୋଶୀଙ୍କୁ ଖରାପ ବ୍ୟବହାର କରିବା ସହିତ ମାରିଦେବାକୁ ଧମକ ଦେଇଥିଲେ ବୋଲି ଭିମସାର ଇନଚାର୍ଜ ସୁପରିଟେଣ୍ଡେଣ୍ଟ କହିଛନ୍ତି।

   Related Posts