ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ, ପୋଲିସର ଛାନଭିନ ଆରମ୍ଭ

Published By : Prameya-News7 Bureau | November 27, 2019 IST

ସୋର ୨୭।୧୧: ବାଲେଶ୍ବର ଜିଲ୍ଲା ସୋର ସାଉଡନାୟକ ବନ୍ଧ ରାସ୍ତାରେ ଡକାୟତି ଉଦ୍ୟମ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ

{"id":190605,"width":582,"height":379,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୋର ସାଉଡନାୟକ ବନ୍ଧ ରାସ୍ତାରେ ପଲସର ଗାଡିରେ ତିନି ଜଣ ଡକାୟତ ପ୍ରାୟ ଏକ କିଲୋମିଟର ପିଛା କରି ଫାଇନାନ୍ସ କର୍ମଚାରୀଙ୍କୁ ଗୁଳି କରିଛନ୍ତି । ତେବେ ଉପଯୁକ୍ତ ବୁଦ୍ଧି ବଳରେ ଫାଇନାନ୍ସ କର୍ମଚାରୀ ଜଣଙ୍କ ଡକାୟତଙ୍କ କବଳରୁ ଖସିଯିବାରେ ସକ୍ଷମ ହୋଇଛନ୍ତି । ଏହା ପରେ ସେହି ରାସ୍ତାରେ ଯାଉଥିବା ଅନ୍ୟ ୫ ଜଣଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.