ଲମ୍ବା କେଶ ଥିବା ସତ୍ବେ କାହିଁକି ସବୁବେଳେ ଟୋପି ପିନ୍ଧିଥାଆନ୍ତି ଶିଖର ଧଓ୍ବନଙ୍କ ପତ୍ନୀ ଆୟେଶା ? ଜାଣନ୍ତୁ

Published By : Prameya-News7 Bureau | September 23, 2019 IST

ନୂଆଦିଲ୍ଲୀ ୨୩/୯: ଭାରତୀୟ ଲୋକେ କ୍ରିକେଟକୁ କେତେ ପସନ୍ଦ କରନ୍ତି ଏହା ତ ସମସ୍ତେ ଜାଣନ୍ତି। ଏହି କାରଣରୁ ଭାରତରେ କ୍ରିକେଟରଙ୍କୁ ଏତେ ଆଦର,ସମ୍ମାନ ମିଳିଥାଏ। ଇଣ୍ଡିଆ ଟିମର ଦ୍ରୃତ ବ୍ୟାଟସମ୍ୟାନ୍ ଶିଖର ଧଓ୍ବନଙ୍କୁ ତ ଆପଣମାନେ ସମସ୍ତେ ଜାଣିଥିବେ,ତାଙ୍କ ପତ୍ନୀଙ୍କ ନାଁ ଆୟେଶା ମୁଖାର୍ଜୀ।

{"id":161533}

ସେ ଅଷ୍ଟେଲିଆର ମୂଳ ବାସିନ୍ଦା। ଆପଣ ଆୟେଶାଙ୍କୁ ଆଇପିଏଲ୍ ମ୍ୟାଚ୍ ସମୟରେ କିମ୍ବା ଅନ୍ୟାନ୍ୟ ମ୍ୟାଚରେ କ୍ରିକେଟ ଷ୍ଟାଡିୟମରେ ଦେଖିଥିବେ।

{"id":161535,"width":583,"height":324}

ଆପଣ ଗୋଟିଏ କଥା ନିଶ୍ଚୟ ଲକ୍ଷ୍ୟ କରିଥିବେ ଯେ ଆୟେଶା ସବୁବେଳେ ଟୋପି ପିନ୍ଧିଥାଆନ୍ତି। ଅନ୍ୟ କ୍ରିକେଟରଙ୍କ ପତ୍ନୀ କେଶ ଖୋଲା ରଖିଥିବାବେଳେ ସେ ସୁବବେଳେ ଟୋପି ପିନ୍ଧିଥାଆନ୍ତି। ଏହା ପଛରେ ଏକ ଖାସ୍ କାରଣ ରହିଛି। ତେବେ ଆସନ୍ତୁ ଜାଣିବା

{"id":161536}

ଆୟେଶା ଜଣେ ଫିଟନେସପ୍ରେମୀ ମହିଳା ।ସେ ସବୁବେଳେ ଜିମ୍ ଯିବାକୁ ଏବଂ ଯୋଗ କରିବାରେ ରୁଚି ରଖିଥାଆନ୍ତି। ଏଥିପାଇଁ ତାଙ୍କୁ ନିଜର କେଶର ଯତ୍ନ ନେବାକୁ ସମୟ ହୋଇନଥାଏ।

{"id":161537}

ସେ ଯେତେବେଳେ କେଉଁଠାକୁ ଯାଇଥାଆନ୍ତି ସେତେବେଳେ ଟୋପି ପିନ୍ଧି ବାହାରକୁ ଯାଇଥାଆନ୍ତି। ଆୟେଶା ବିନା ଟୋପିରେ ବହୁତ କମ୍ ନଜର ଆସନ୍ତି।

{"id":161538}

ଶିଖର ଧଓ୍ବନଙ୍କୁ ଦ୍ବିତୀୟ ଥର ବିବାହ କରିଛନ୍ତି ଆୟେଶା। ଆୟେଶାଙ୍କ ପ୍ରଥମ ବିବାହରେ ଦୁଇ ଜଣ ଝିଅ ଅଛନ୍ତି। ଶିଖରଙ୍କଠୁ ଜଣେ ପୁଅ ଅଛନ୍ତି।

{"id":161539}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.