Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଲମ୍ବା କେଶ ଥିବା ସତ୍ବେ କାହିଁକି ସବୁବେଳେ ଟୋପି ପିନ୍ଧିଥାଆନ୍ତି ଶିଖର ଧଓ୍ବନଙ୍କ ପତ୍ନୀ ଆୟେଶା ? ଜାଣନ୍ତୁ

23/09/2019 at 3:50 PM

ନୂଆଦିଲ୍ଲୀ ୨୩/୯: ଭାରତୀୟ ଲୋକେ କ୍ରିକେଟକୁ କେତେ ପସନ୍ଦ କରନ୍ତି ଏହା ତ ସମସ୍ତେ ଜାଣନ୍ତି। ଏହି କାରଣରୁ ଭାରତରେ କ୍ରିକେଟରଙ୍କୁ ଏତେ ଆଦର,ସମ୍ମାନ ମିଳିଥାଏ। ଇଣ୍ଡିଆ ଟିମର ଦ୍ରୃତ ବ୍ୟାଟସମ୍ୟାନ୍ ଶିଖର ଧଓ୍ବନଙ୍କୁ ତ ଆପଣମାନେ ସମସ୍ତେ ଜାଣିଥିବେ,ତାଙ୍କ ପତ୍ନୀଙ୍କ ନାଁ ଆୟେଶା ମୁଖାର୍ଜୀ।

ସେ ଅଷ୍ଟେଲିଆର ମୂଳ ବାସିନ୍ଦା। ଆପଣ ଆୟେଶାଙ୍କୁ ଆଇପିଏଲ୍ ମ୍ୟାଚ୍ ସମୟରେ କିମ୍ବା ଅନ୍ୟାନ୍ୟ ମ୍ୟାଚରେ କ୍ରିକେଟ ଷ୍ଟାଡିୟମରେ ଦେଖିଥିବେ।

ଆପଣ ଗୋଟିଏ କଥା ନିଶ୍ଚୟ ଲକ୍ଷ୍ୟ କରିଥିବେ ଯେ ଆୟେଶା ସବୁବେଳେ ଟୋପି ପିନ୍ଧିଥାଆନ୍ତି। ଅନ୍ୟ କ୍ରିକେଟରଙ୍କ ପତ୍ନୀ କେଶ ଖୋଲା ରଖିଥିବାବେଳେ ସେ ସୁବବେଳେ ଟୋପି ପିନ୍ଧିଥାଆନ୍ତି। ଏହା ପଛରେ ଏକ ଖାସ୍ କାରଣ ରହିଛି। ତେବେ ଆସନ୍ତୁ ଜାଣିବା

ଆୟେଶା ଜଣେ ଫିଟନେସପ୍ରେମୀ ମହିଳା ।ସେ ସବୁବେଳେ ଜିମ୍ ଯିବାକୁ ଏବଂ ଯୋଗ କରିବାରେ ରୁଚି ରଖିଥାଆନ୍ତି। ଏଥିପାଇଁ ତାଙ୍କୁ ନିଜର କେଶର ଯତ୍ନ ନେବାକୁ ସମୟ ହୋଇନଥାଏ।

ସେ ଯେତେବେଳେ କେଉଁଠାକୁ ଯାଇଥାଆନ୍ତି ସେତେବେଳେ ଟୋପି ପିନ୍ଧି ବାହାରକୁ ଯାଇଥାଆନ୍ତି। ଆୟେଶା ବିନା ଟୋପିରେ ବହୁତ କମ୍ ନଜର ଆସନ୍ତି।

ଶିଖର ଧଓ୍ବନଙ୍କୁ ଦ୍ବିତୀୟ ଥର ବିବାହ କରିଛନ୍ତି ଆୟେଶା। ଆୟେଶାଙ୍କ ପ୍ରଥମ ବିବାହରେ ଦୁଇ ଜଣ ଝିଅ ଅଛନ୍ତି। ଶିଖରଙ୍କଠୁ ଜଣେ ପୁଅ ଅଛନ୍ତି।

   Related Posts