ଏହି ଫଟୋଦେଖିଲେ ଜାଣିପାରିବେ ତ ....ଝିଅ ନା କଣ୍ଢେଇ, କଣ ଅଛି ଏହି ଫଟୋ ପଛରେ ରହସ୍ୟ ଜାଣିବା

Published By : Prameya-News7 Bureau | January 29, 2019 IST

ଦୁନିଆରେ ଏମିତି ଅନେକ କଥା ଅଛି, ଜାଣିଲେ ହୋଇଯିବା ଆଶ୍ଚର୍ଯ୍ୟ । ଯାହା ସତ ଲାଗୁଥିବା, ଜାଣିବାବେଳକୁ ମିଛ । ଯାହା ବି ମିଛ ଲାଗୁଥିବ , ତାହା କିନ୍ତୁ ସତ ହୋଇଥିବ ।

{"id":79608}

ଏଭଳି ଘଟଣା ସଂପର୍କରେ ଆଜି ଆମେ ଆପଣଙ୍କୁ କହିବୁ, ଜାଣିଲେ କହିଲେ.. ହଁ ..ତ ..ଠିକ୍ କଥା ।

wp:gallery {"ids":[79609]} /wp:gallery

ଆଜି ଆମେ ଫଟୋଟିଏ ଦେଖଉଛୁ.. କହିଲେ ଏ ଝିଅ ନା କଣ୍ଢେଇ ? କହିପାରିବେନି ...କାରଣ ଏଇଟା ତ ହେଉଛି ଏହି ଖବର ପଛର ଟ୍ଵିଇଷ୍ଟି ।

{"id":79610}

ଏ ହେଉଛି ..୧୯୯୮ ମସିହାରେ ଜନ୍ମ ଗ୍ରହଣ କରିଥିବା ଦୁନିଆର ସବୁଠାରୁ ସୁନ୍ଦରୀ ଯୁବତୀ । ଯାହାକୁ ଦେଖିଲେ ସମସ୍ତେ ବାର୍ବିଡ଼ଲ୍ ବୋଲି ଭାବନ୍ତି ସିନା କିନ୍ତୁ ପ୍ରକୃତରେ ସେଇଆ ନୁହେଁ ।

ଏହି ଯୁବତୀଙ୍କ ନାଁ ଲୋଲିତା । ଏ ହେଉଛି ପୃଥିବୀର ସୁବୁଠୁଁ ସୁନ୍ଦରୀ ବାର୍ବିଡ଼ଲ୍ ମଡ଼େଲ, ଯାହାଂକୁ ନେଇ ସୋସିଆଲ ମିଡ଼ିଆରେ ହୋଇଛି ସବୁଠୁ ଅଧିକ ଭାଇରାଲ ।

{"id":79611}

ଲୋଲିତା ପିଲାଦିନେ ମଧ୍ୟ ବହୁତ ସୁନ୍ଦର ଥିଲା । କିନ୍ତୁ ମଡ଼େଲିଂ ଦୁନିଆକୁ ଆସିଲା ପରେ ନିଜ ଆଖିର କଂଣ୍ଟାକ୍ଟଲେନସ୍ ଲଗାଇ ହୋଇଯାଇଛି ଆହୁରି ସୁନ୍ଦର ।

ଲୋଲିତା କଣ୍ଢେଇ ନୁହେଁ,  ବିଶ୍ଵର ସବୁଠୁ ଅଧିକ ସୁନ୍ଦରୀ ବାର୍ବି ମଡ଼େଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.