Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଣ୍ଡିଖୋଲ : ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ଏକତରଫା ପ୍ରେମରୁ ଗଲା ଜୀବନ, ଯୁବତୀଙ୍କ ଗଳା କାଟିଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ
  • ||
  • ଢେଙ୍କାନାଳ : ୩ଦିନ ହେଲା ଜଳୁଛି ଜଙ୍ଗଲ, ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ
  • ||
  • ଢେଙ୍କାନାଳ : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ
  • ||
  • ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି
  • ||
  • ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ
  • ||
  • ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
  • ||
  • ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
  • ||

ବୁଧବାର ଭୁଲରେ ବି କରନ୍ତୁ ନାହିଁ ଏହି କାମ : ନଚେତ୍ ପଡ଼ିବେ ଅସୁବିଧାରେ

17/07/2019 at 12:15 PM

ନୂଆଦିଲ୍ଲୀ ୧୭/୭: ଆଜି ବୁଧବାର ଅର୍ଥାତ୍ ଗଣେଷଙ୍କ ଦିନ। ଆଜି ଦିନରେ ସମସ୍ତ ଭକ୍ତଗଣ ଗଣେଷଙ୍କ ସେବା କରନ୍ତି ଏବଂ ତାଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ କାମ କରିଥାଆନ୍ତି। କିନ୍ତୁ ବେଳେବେଳେ କିଛି ଲୋକ ଅଜାଣତରେ କିଛି ଏପରି କାମ କରିଥାଆନ୍ତି ଯେଉଁଥିପାଇଁ ବୁଧ ଗ୍ରହ ଅସନ୍ତୁଷ୍ଟ ହେବାର କାରଣ ହୋଇଥାଏ ଏବଂ ଜୀବନରେ ଖରାପ ପ୍ରଭାବ ପଡ଼ିଥାଏ। ଏଥିପାଇଁ ଆଜି ଆମେ ଜାଣିବା ବୁଧବାର ଦିନ କେଉଁ କେଉଁ କାର୍ଯ୍ୟ କରିବା ଅନୁଚିତ୍।

  • ନୂଆ ଯୋତା ଏବଂ ଲୁଗା କିଣିବା ଏବଂ ପିନ୍ଧିବା ଅନୁଚିତ୍।
  • ପୁରୁଷଙ୍କୁ ଶାଶୁଘର ଯିବା ଅନୁଚିତ୍।
  • ଶାଳୀ,ପିଇସି,ବିବାହିତ ଭଉଣୀ ଏବଂ ଝିଅଙ୍କୁ ଘରେ ନିମନ୍ତ୍ରଣ ଦିଅନ୍ତୁ ନାହିଁ।
  • କନ୍ୟାଙ୍କ ଅପମାନ କରିବା ଅନୁଚିତ୍।
  • କିନ୍ନରଙ୍କୁ ଥଟ୍ଟା ପରିହାସ କରନ୍ତୁ ନାହିଁ। ତାଙ୍କୁ ମଧ୍ୟ ଉପହାରସ୍ବରୂପ ଅର୍ଥ ଦାନ କରନ୍ତୁ।
  • ଟୁଥ ପେଷ୍ଟ,ଟୁଥ ବ୍ରଶ୍ ଏବଂ ବାଳ ସମ୍ବନ୍ଧୀୟ ଜିନିଷ କିଣନ୍ତୁ ନାହିଁ।
  • ପାନ ଖାଇବା ଅନୁଚିତ୍।
  • କ୍ଷୀର ଜଳାଇବା ଅନୁଚିତ୍। କ୍ଷୀରି,ରାବିଡ଼ି ଆଦି ପ୍ରସ୍ତୁତ କରନ୍ତୁ ନାହିଁ।
  • ବୁଧବାର ଦିନ ମୁଗ ଡାଲି,ଧନିଆଁ ପତ୍ର,ପାଳଙ୍ଗ ଶାଗ,ସୋରିଷ ଶାଗ,କଞ୍ଚା ଲଙ୍କା,ପିଜୁଳି,ଅମୃତଭଣ୍ଡା ଆଦି ଘରକୁ ଆଣନ୍ତୁ।

   Related Posts