Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ରବିବାର କରନ୍ତୁ ନାହିଁ ଏହି ସବୁ କାମ : ହୋଇଥାଏ ଅଶୁଭ

20/10/2019 at 1:37 PM

 ରବିବାର ସୂର୍ଯ୍ୟ ଦେବତାଙ୍କ ଦିନ ହୋଇଥାଏ  ଏବଂ ଏହି ଦିନ ସୂର୍ଯ୍ୟଙ୍କୁ ପୂଜା କରାଯାଏ। ଏହି ଦିନ ଯଦି ଗ୍ରହଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ କରାଯାଏ ତେବେ ଦଣ୍ଡ ମିଳିପାରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଠିକ୍ ରହିବା ଉଚିତ୍,ଫଳରେ ବ୍ୟକ୍ତିଙ୍କୁ ସମାଜରେ ସମ୍ମାନ ମିଳିଥାଏ। ଏହା ସହିତ ଜୀବନର ସବୁ ପ୍ରକାରର କଷ୍ଟ ଦୂର ହୋଇଯାଇଥାଏ। ଏଥିପାଇଁ ଆପଣଙ୍କୁ ଏହା ଜାଣିବା ଉଚିତ୍ ଯେ ଏହି ଦିନ କୌଣସି କାର୍ଯ୍ୟ କରିବା ଅନୁଚିତ୍। ଫଳରେ ଆପଣ ଗ୍ରହର କୁପ୍ରଭାବଠୁ ବର୍ତ୍ତି ପାରିବେ। ତେବେ ଆସନ୍ତୁ ଜାଣିବା ରବିବାର ଦିନ କେଉଁ କାର୍ଯ୍ୟ କରିବା ଅନୁଚିତ୍।

  • ରବିବାର ଦିନ ଆମକୁ ଏପରି କୌଣସି କାର୍ଯ୍ୟ କରିବା ଅନୁଚିତ୍ ଯାହା ଫଳରେ ଜାତକର ସୂର୍ଯ୍ୟ ଗ୍ରହ ଦୁର୍ବଳ ହେବ।
  • ରବିବାର ଦିନ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଲୁଣ ବ୍ୟବହାର କରନ୍ତୁ ନାହିଁ। ଏପରି କରିବା ଅଶୁଭ ହୋଇଥାଏ। ୟ
  • ରବିବାର ରାତିରେ ଶୋଇବା ପୂର୍ବରୁ ମାଛ ଖାଇବା ଅନୁଚିତ୍।
  • ରବିବାର ଦିନ ସୋରିଷ ତେଲ ମାଲିସ୍ କରିବା ଅନୁଚିତ୍।
  • ରବିବାର ତମ୍ବା ବସ୍ତୁ କିଣନ୍ତୁ ନାହିଁ ଏବଂ ବିକନ୍ତୁ ନାହିଁ।
  • ରବିବାର କେଶ କାଟନ୍ତୁ ନାହିଁ।

ଯଦି ଆପଣ ରବିବାର ଦିନ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦେବେ ତେବେ ସୂର୍ଯ୍ୟଙ୍କ ଖରାପ ଦୃଷ୍ଟିର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

   Related Posts