DMKର ବରିଷ୍ଠ ନେତା କେ.ଅନବ ଝଗନଙ୍କ ପରଲୋକ

Published By : Prameya-News7 Bureau | March 07, 2020 IST

ଚେନ୍ନାଇ ୭।୩: ବର୍ଷିୟାନ ଡିଏମକେ ନେତାଙ୍କ ପରଲୋକ ହୋଇଛି । ତାମିଲନାଡୁର ବର୍ଷୀୟାନ ଡିଏମକେ ନେତା କେ.ଅନବଝଗନଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।

{"id":234212,"sizeSlug":"large"}

ଦୀର୍ଘ ୪୩ ବର୍ଷ ଧରି ସେ ଡିଏମକେ ମହାସଚିବ ଦାୟିତ୍ବ ତୁଲାଇଥିଲେ । ତାଙ୍କ ପରଲୋକରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ ପାଇଁ ଭିଡ ଜମାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.