Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ECMO ମେସିନର ୬ଟି ୟୁନିଟ୍ ଆଣିବାକୁ ଚାଲିଛି ବ୍ୟବସ୍ଥା : DMET

7/06/2021 at 2:09 PM

ଭୁବନେଶ୍ବର ୭।୬: ECMO (Extracorporeal membrane oxygenation) ମେସିନର ବ୍ୟବହାର ନେଇ ପ୍ରତିକ୍ରିୟା ପରଖିଛନ୍ତି DMET ସିବିକେ ମହାନ୍ତି । ସେ କହିଛନ୍ତି ECMO ମେସିନର ବ୍ୟବହାର ଆମ ଦେଶରେ ଏତେ ନଥିଲା । ମୋ ଜାଣିବାରେ ଦେଶରେ ୨୧ଟି ପଞ୍ଜିକୃତ ECMO ୟୁନିଟ୍ ଅଛି । ବର୍ତ୍ତମାନ କୋଭିଡ୍ ଯୋଗୁଁ ଏହି ମେସିନର ଆବଶ୍ୟକତା ବଢିଛି । ଆମେ ୬ଟି ୟୁନିଟ୍ ଆଣିବାକୁ ବ୍ୟବସ୍ଥା କରୁଛୁ । ଏହି ମେସିନ କଟକ SCBରେ ରହିବ ବୋଲି ଡିଏମଇଟି କହିଛନ୍ତି ।

   Related Posts