Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଶୀତ ଋତୁ ଆରମ୍ଭରୁ ପିଲାଙ୍କ ଦେହରେ ଭାଇରାଲ ଫିଭର ହୁଏ, ସବୁ ଥଣ୍ଡା ଜ୍ଵର କରୋନା ନୁହେଁ-DMET

11/10/2021 at 1:01 PM

ଭୁବନେଶ୍ୱର ୧୧।୧୦: ପ୍ରତିବର୍ଷ ଶୀତ ଋତୁ ଆରମ୍ଭରୁ ପିଲା ମାନଙ୍କ ଦେହରେ ଭାଇରାଲ ଫିଭର ହୋଇଥାଏ । ଯେହେତୁ କିଛି ଦିନ ପୂର୍ବରୁ ବର୍ଷା ହେଉଥିଲା  ।ଯାହାଫଳରେ ଏବେ ଅଧିକା ଥଣ୍ଡା ଜ୍ଵର ହେଉଛି। ହେଲେ ସବୁ ଥଣ୍ଡା ଜ୍ଵର କରୋନା ନୁହେଁ ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହି ସମୟରେ ଶିଶୁଙ୍କ ଅଧିକ ଯନ୍ତ ନେବାର ଆବଶ୍ୟକତା ରହିଛି । ଏହାସହ ତୃତୀୟ ଲହରକୁ ନେଇ ଏଯାଏଁ କୌଣସି ସ୍ପଷ୍ଟ ଚିତ୍ର ଆସି ନଥିବାରୁ ଏହାକୁ ଆମେ ତୃତୀୟ ଲହର କହିବା ଠିକ୍ ହେବନି । ପରିବାରର ମୁଖ୍ୟ ମାନେ ଅନେକ ସମୟରେ ବାହାରକୁ ଆସୁଛନ୍ତି। କିନ୍ତୁ କରୋନା କଟକଣା ପାଳନ କରୁନାହାନ୍ତି। ଫଳରେ ଏହା ଶିଶୁଙ୍କୁ ସଂକ୍ରମିତ କରୁଛି। ତେଣୁ ପାର୍ବଣ ସମୟରେ ସମସ୍ତଙ୍କୁ ଅନୁରୋଧ ଭିଡ଼କୁ ଯାଆନ୍ତୁ ନାହିଁ । ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ମଧ୍ୟ ସୁରକ୍ଷିତ ରଖନ୍ତୁ।

   Related Posts