Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଟିକିଏ ଢିଲା ପଣ ଦେଖାଇଲେ, ଆଗକୁ ପୁଣି ବିପଦ ବଢ଼ିବ-DMET

22/09/2021 at 2:45 PM

ଭୁବନେଶ୍ୱର ୨୨।୦୯: ରାଜ୍ୟରେ କରୋନା ସଂକ୍ରମଣ ଏବେ ଉପରତଳ ହେବାରେ ଲାଗିଛି । ରାଜ୍ୟର ଏବେକାର ସ୍ଥିତି ଉପରେ ନଜର ରଖାଯାଇଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି ଆମକୁ ସଚେତନ ହେବା ଦରକାର ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ବିଗତ କିଛି ଦିନ ହେବ ତଳ ଉପର ହୋଇ ଚାଲିଛି ରାଜ୍ୟରେ କରୋନା ସଂକ୍ରମଣ । ମଝିରେ ୬୦୦ ହୋଇଥିଲା ତା ପରେ ୪୦୦କୁ ଖସି ଥିଲା ଆଉ ଏବେ ୭୦୦କୁ ଆସିଛି । ଆମେ ସପ୍ତାହିକ ଆଭେରେଜକୁ ଅନୁଧ୍ୟାନ କରୁଛୁ । ସ୍ଥିତି ଉପରେ ନଜର ରଖିଛୁ । କିନ୍ତୁ ଭବିଷ୍ୟତ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଟିକିଏ ବି ଢିଲା ପଣ ଦେଖାଇଲେ,  ଆଗକୁ ପୁଣି ବିପଦ ବଢ଼ିବ । ସେହି ଦୃଷ୍ଟିରୁ ସମସ୍ତେ ସଚେତନ ହେବା ଦରକାର । ଆଉ ନିଜକୁ ପ୍ରସ୍ତୁତ କରି ରଖିବା ବି ଉଚିତ । 

   Related Posts