Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ : ଡିଏମଇଟି

21/06/2021 at 1:09 PM

ଭୁବନେଶ୍ବର ୨୧।୬: ପୋଷ୍ଟ କୋଭିଡ୍ କମ୍ପ୍ଲିକେସନ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ଡ଼ିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି କୋଭିଡ୍ ହେବା ଦ୍ବାରା ଶରୀରରେ ଭାଇରସ୍ ଅନେକ ଗୁଡିଏ କ୍ଷତି କରିଦେଉଛି । ସାଇଟୋକାଇନ୍ ଟର୍ମ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ହେଉଛି । ଯାହା ଦ୍ବାରା ଦ୍ବିତୀୟ ସପ୍ତାହ ବେଳକୁ ମୃତ୍ୟୁ ହେଉଥିବା ଦେଖାଯାଇଛି ।

କୋଭିଡ୍ ଦ୍ବାରା ଅନେକ ଗୁଡିଏ ଅର୍ଗାନ କ୍ଷତିଗ୍ରସ୍ତ ହେବା ପରେ ତାହା ଆଉ ସୁରକ୍ଷିତ ହୋଇ ରହୁନାହିଁ । ତାହା ଉପରେ ସେକେଣ୍ଡାରୀ କମ୍ପ୍ଲିକେସନ୍ ହେବାର ଦେଖାଯାଉଛି । କୋଭିଡ୍ ହୋଇସାରିବା ପରେ ଏହିପରି ଅନେକଗୁଡିଏ ଫ୍ୟାକ୍ଟର କାମ କରୁଛି, ସୁସ୍ଥ ହେବେ କି ନାହିଁ ଆଉଟକମ୍ କ’ଣ ରହିବ ଇତ୍ୟାଦି ।

   Related Posts