Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ : ଡିଏମଇଟି

23/06/2021 at 12:19 PM

ଭୁବନେଶ୍ବର ୨୩।୬: କିଛି ରାଜ୍ୟରେ ପ୍ରାୟ ୨୨ଟି ଡେଲଟା ପ୍ଲସ୍ ଭେରିଏଣ୍ଟ ଚିହ୍ନଟ ହୋଇଛି । ଏହା ଡେଲଟା ଭାଇରସର ଏକ ମ୍ୟୁଟେସନ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସେ କହିଛନ୍ତି ଡେଲଟା ପ୍ଲସ୍ ଭେରିଏଣ୍ଟକୁ ନେଇ ସବୁସ୍ତରରେ ଅଧିକ ଅନୁଧ୍ୟାନ ଚାଲିଛି । କେତେ ସଂକ୍ରମଣ କରିବ, କେତେ ସିଭିୟର ହେବ ଓ ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ପ୍ରଭାବ କେତେ ସେ ସବୁକୁ ନେଇ ଅନୁଧ୍ୟାନ ଚାଲିଛି । କିଛି ଦେଶରେ ମଧ୍ୟ ଏହି ଭେରିଏଣ୍ଟ ଦେଖାଦେଇଛି । ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ଅଛନ୍ତି ।

ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଅନଲକ୍ ପ୍ରୋସେସ୍ ଆରମ୍ଭ ହେବାପରେ କିଛି ଲୋକମାନେ କୋଭିଡ୍ ନିୟମ ଭାଙ୍ଗୁଥିବାର ଦେଖାଯାଉଛି । ସେମାନେ ଭାବୁଛନ୍ତି ଯେମିତି ମହାମାରୀ ଚାଲିଯାଇଛି ।  ଯାହା ଆମ ପାଇଁ ବିପଦ ସୃଷ୍ଟି କରିପାରେ । ତେଣୁ ଲୋକମାନେ ଯଦି କୋଭିଡ୍ ନିୟମ ସଠିକ୍ ଭାବେ ମାନିବେ ୟାକୁ ବି ଏଡାଇ ଦେଇହେବ । ତେବେ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟିକାକରଣକୁ ଜୋରଦାର କରାଯାଉଛି ।

   Related Posts