Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଡେଙ୍ଗୁ ଏବେ ଏଣ୍ଡେମୀକ ଡିଜିଜ, ଚିନ୍ତିତ ନହେବାକୁ ପରାମର୍ଶ ଦେଲେ ବିଶେଷଜ୍ଞ

9/07/2021 at 12:46 PM

ଭୁବନେଶ୍ୱର ୯/୭: ଡେଙ୍ଗୁ ନେଇ ଲୋକଙ୍କୁ ବ୍ୟତିବ୍ୟସ୍ତ ନହେବାକୁ ପରାମର୍ଶ ଦଲେ ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଡେଙ୍ଗୁ ଏବେ ଏଣ୍ଡେମୀକ ଡିଜିଜ । ବେଳେ ବେଳେ ଏହା ବାହାରୁଛି । କୌଣସି ଜାଗାରେ ଏକା ସାଙ୍ଗରେ ଅଧିକ କେସ ଆସିନି । ଏପିଡେମୀକ ସ୍ତରକୁ ଆସିଲେ ଚିନ୍ତା ବଢାଇପାରେ । ଟିପିଆର ଅନୁସାରେ ସଂକ୍ରମଣ ବଢୁନି । ଯେଉଁଠି ଅଧିକ ପଜିଟିଭ ଆସୁଛି ସେଠି ଫୋକସ କରାଯାଉଛି ।

ଏହାସହ ତୃତୀୟ ଲହର ନେଇ ସେ ମଧ୍ୟ ପରାମର୍ଶ ଦେଇଛନ୍ତି । ତାଙ୍କ ମତରେ ତୃତୀୟ ଲହର କାଳ୍ପନିକ ଅବସ୍ଥାରେ ଅଛି । ସରକାର ଯେଉଁ ୩ ମାସ ଘର ଘର ବୁଲି ସର୍ଭିଲେନ୍ସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଏବେ ଚାଲୁଅଛି । ଏହା ଭିତରେ ଯାହା ବାହାରୁଛନ୍ତି ତାଙ୍କୁ ଆଇସୋଲେଟ କରାଯିବ ।

   Related Posts