ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ ଅଭିଯୋଗ
Published By : Prameya-News7 Bureau | May 20, 2018 IST
ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ ଅଭିଯୋଗ ଆସିଛି .... ପାଉଣା ଓ ପିଣ୍ଡିକା ଦାନକୁ ନେଇ ଜଣେ ଭକ୍ତଙ୍କୁ ସେବାୟତଙ୍କ ମାଡ ମାରିଥିବା ଅଭିଯୋଗ ଆସିଛି .... ଭକ୍ତ ଜଣକ ଗୁରୁତର ଆହତ ହୋଇଛନ୍ତି .... ଗୁରୁତର ଭକ୍ତ ହେଉଛନ୍ତି ମହାରାଷ୍ଟ୍ରର ଚେତନ ଅମଲକର.... ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି .... ସିଂହଦ୍ବାରା ଥାନାରେ ମାମଲା ରୁଜୁ କରିଛନ୍ତି ଆହତ ...