Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଇ ଦଫା ଦାବିରେ ବିସ୍ଥାପିତଙ୍କ ରାସ୍ତାରୋକ

22/09/2021 at 11:11 AM

ନୂଆପଡା ୨୨।୯: ଜାତୀୟ ରାଜପଥ ୩୫୩ କୋମନା ଥାନା ବେଲେନଞ୍ଜୋରଠାରେ ରାସ୍ତାରୋକ । ଦୁଇ ଦଫା ଦାବିରେ ବିସ୍ଥାପିତଙ୍କ ରାସ୍ତାରୋକ । ୫ ବର୍ଷ ହେବ ପ୍ରାୟ ୮ ଶହ ବିସ୍ଥାପିତଙ୍କ ଆବେଦନ ପତ୍ର ମଞ୍ଜୁର ଏବଂ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କଠାରେ ନୂତନ ଭାବେ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କ ଆବେଦନ ପତ୍ରକୁ ମଞ୍ଜୁର କରିବା ଦାବି ରଖିଛନ୍ତି ଆନ୍ଦୋଳନକାରୀ । ଏହାସହ ଥଇଥାନ ରାଶି ପ୍ରଦାନ କରିବା ନେଇ ବିସ୍ଥାପିତଙ୍କ ରାସ୍ତାରୋକ । ସୁରକ୍ଷା ବ୍ୟବସ୍ଥା ପାଇଁ ଘଟଣାସ୍ଥଳରେ କୋମନା ପୋଲିସ ପହଞ୍ଚିଛି ।

   Related Posts