ସୋସିଆଲ ମିଡିଆରେ ଭାଇରାଲ ହେଲା ଦିଶା ପଟ୍ଟାନୀଙ୍କ ଏହି ବୋଲ୍ଡ ଫଟୋଶୁଟ

Published By : Prameya-News7 Bureau | April 26, 2019 IST

wp:heading {"level":5}
ମୁମ୍ୱାଇ୨୬|୪: ବଲିଉଡ ଅଭିନେତ୍ରୀ ଦିଶା ପଟ୍ଟନୀ ସୋସିଆଲ ମିଡିଆରେ ଛାଇଛନ୍ତି। ଦିଶା ବଲିଉଡର ଜଣେ ଏମିତି ଅଭିନେତ୍ରୀ ଯିଏ ବହୁତ କମ ସମୟରେ କୋଟି କୋଟି ଦର୍ଶକଙ୍କ ଦିଲରେ ରାଜ କରିପାରିଛନ୍ତି। ଅଭିନୟ ପାଇଁ କମ ଓ ନିଜ କ୍ୟୁଟ ସ୍ମାଇଲ ପାଇଁ ଅଧିକ ଫେମସ ହୋଇଛନ୍ତି ଦିଶା ପଟ୍ଟାନୀ ।
/wp:heading {"id":107437}
wp:heading {"level":5}
ଫିଲ୍ମରୁ ଅଧିକ ଦିଶା ଆଜିକାଲି ବ୍ରାଣ୍ଡ ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏବେ କିଛି ଦିନ ତଳେ ଦିଶା ମ୍ୟାଗଜିନ ପାଇଁ ବୋଲ୍ଡ ଫଟୋଶୁଟ୍‌ କରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ଫଟୋ ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଇଛି।
/wp:heading {"id":107439}
wp:heading {"level":5}
ବଲିଉଡରେ ଯଦି କିଏ ନିଜ କ୍ୟୁଟନେସ ଓ ହଟ୍‌ନେସର ମିଶ୍ରଣ ତ ସେ ହେଉଛନ୍ତି ଦିଶା। ସୋସିଆଲ ମିଡିଆରେ ପଟ୍ଟାନୀ ତାଙ୍କର ଅନେକ ଫଟୋ ସେଆର କରିଛନ୍ତି ଯାହା ଅତ୍ୟନ୍ତ ପ୍ରଶଂସନୀୟ। ତାଙ୍କୁ ବୋଲ୍ଡନେସ, ହଟନେସ ଓ କ୍ୟୁଟନେସର ମିକ୍ସଚର କୁହାଯାଏ।
/wp:heading {"id":107440}
wp:heading {"level":5}
 ଟାଇଗର ଶ୍ରଫଙ୍କ ପ୍ରେମିକା ଭାବେ ମଧ୍ୟ ସେ ଜଣା ଶୁଣା। ଦିଶା ପ୍ରଫେସନାଲ ଲାଇଫରୁ କମ ନିଜ ପର୍ସନାଲ ଲାଇଫ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ଟାଇଗର ଓ ଦିଶା ତାଙ୍କ ପ୍ରଥମ ଗୀତ ଶୁଟିଂ ସମୟରୁ ହିଁ ଫେମସ ହୋଇଥିଲେ।
/wp:heading {"id":107441,"width":580,"height":326}
wp:heading {"level":5}
ଆଗାମୀ ଫିଲ୍ମ ଭାରତରେ ଦିଶା ପଟ୍ଟାନୀଙ୍କୁ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ ଯେ, ଦବଙ୍ଗ ୩ରେ ଦିଶା ସଲମାନଙ୍କ ପ୍ରେମିକା ଭୂମିକାରେ ଅଭିନୟ କରିବେ।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.