Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ଟିକଟକ୍‌ରେ ବୟଫ୍ରେଣ୍ଡ ଖୋଜୁଛନ୍ତି ଦିଶା : ଭଗବାନ ଯେତେ ଦେଲେ ବି କରିବେ ନାହିଁ ମନା

7/05/2020 at 7:42 PM

ମୁମ୍ବାଇ ୭/୫: ଏବେ ଘରେ ରହି ବୋର୍ ହେଉଥିବା ଦିଶା ପଟାନୀ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ମନୋରଞ୍ଜନ କରୁଛନ୍ତି। ଦିଶାଙ୍କ ଏକ ମଜାଳିଆ ଟିକଟକ୍ ଭିଡିଓ ସାମନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି। ଏହି ଭିଡିଓକୁ ଦିଶା ନିଜ ଅଫିସିଆଲ୍ ଟିକଟକ୍ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓରେ ଦିଶା କହୁଛନ୍ତି,‘ ସେ ଜଣେ ବୟଫ୍ରେଣ୍ଡ ଚାହୁଁଛନ୍ତି। କିନ୍ତୁ ଯଦି ଭଗବାନ ତାଙ୍କୁ ୪ରୁ ଅଧିକ ବୟଫ୍ରେଣ୍ଡ ଦେଉଛନ୍ତି ତେବେ ମନା କରିବାକୁ ସେ କିଏ?’ ଦିଶାଙ୍କ ଏହି ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଅତ୍ୟନ୍ତ ଲୋକପ୍ରିୟ ହେଉଛି।

ଭିଡିଓରେ ଅଭିନେତ୍ରୀଙ୍କ ଭିନ୍ନ ଅନ୍ଦାଜ ତାଙ୍କ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଛି। ଲୋକେ କମେଣ୍ଟ କରି ଦିଶାଙ୍କ ଲୁକ୍ ଏବଂ ଫନି ଭିଡିଓକୁ ଖୁବ୍ ପ୍ରଶଂସା କରୁଛନ୍ତି। ଦିଶା ଭିଡିଓରେ ଖୋଲା କେଶରେ ବହୁତ ସୁନ୍ଦର ଲାଗୁଛନ୍ତି। ଅଧିକାଂଶ ସମୟରେ ତାଙ୍କ ଟିକଟକରେ ଭିଡିଓ ଭାଇରାଲ୍ ହେଉଥାଏ।

ନିକଟରେ ଏକ ସାକ୍ଷାତକାରରେ ଦିଶା କହିଥିଲେ ଯେ ସେ ଏବେ ଲକଡାଉନ୍ ଯୋଗୁଁ ଘରେ ବୋର୍ ହେଉଛନ୍ତି। ଦିଶା ଖୁବ୍ ଶୀଘ୍ର ‘ରାଧେ :ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ରେ ନଜର ଆସୁଛନ୍ତି। ଫିଲ୍ମରେ ଦିଶା,ସଲମାନ ଖାନ୍,ରଣଦୀପ ହୁଡ଼ା ଏବଂ ଜ୍ୟାକି ଶ୍ରଫ ମୁଖ୍ୟ ଭୂମିକାରେ ଅଛନ୍ତି।

   Related Posts