ଇନଷ୍ଟାରେ ମଶା କାମୁଡ଼ିଥିବା ଭିଡିଓ ସେୟାର କଲେ ଦିଶା : ଭାଇରାଲ୍ ହେଲା ଭିଡିଓ

Published By : Prameya-News7 Bureau | April 12, 2020 IST

ମୁମ୍ବାଇ ୧୨/୪: ବଲିଉଡ ଅଭିନେତ୍ରୀ ଦିଶା ପଟାନି ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ଏହି ଲକଡାଉନରେ ଦିଶା ନିଜ ଘରେ ପରିବାର ସହ ଆଇସୋଲେଟରେ ଅଛନ୍ତି। ସେ ନିଜର ଏକ ଭିଡିଓ ସେୟାର କରିଥିଲେ,ଯେଉଁଥିରେ ତାଙ୍କର କ୍ବାରେଣ୍ଟାଇନ୍ ମୁଡ ନଜର ଆସିଥିଲା। ଏହି ଭିଡିଟକୁ ଜୁମ୍ କରି ଦେଖିବା ଦ୍ବାରା ତାଙ୍କ ମୁହଁରେ ମଶା କାମୁଡ଼ିବାର ଦାଗ ଦେଖିବାକୁ ମିଳିଥିଲା।

wp:core-embed/instagram {"url":"https://www.instagram.com/p/B-lj3DLBL6F/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B-lj3DLBL6F/?utm_source=ig_embed
/wp:core-embed/instagram

ଏବେ ସେ ଏକ ନୂଆ ଭିଡିଓ ନିଜ ଇନଷ୍ଟା ଷ୍ଟୋରୀ​ରେ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଦେଖାଉଛନ୍ତି ଯେ କିପରି ମଶା ତାଙ୍କ ନାକ ପାଖରେ କାମୁଡ଼ି ଦେଇଛି। ଦିଶାଙ୍କ ଏକ୍ସପ୍ରେସନରୁ ଜଣା ପଡ଼ୁଛି ଯେ ସେ ଘରେ ବହୁତ ବୋର୍ ହେଉଛନ୍ତି ଏବଂ ତାଙ୍କୁ ଟାଇମ୍ ପାସ୍ ପାଇଁ ଏସବୁ କରିବାକୁ ପଡ଼ୁଛି।

{"id":252910,"sizeSlug":"large"}

 ଏହି ଭିଡିଓଟି ଦିଶାଙ୍କ ଫ୍ୟାନ ପେଜରେ ଭାଇରାଲ୍ ହେଉଛି। ଏଥିରେ ଲୋକେ ତାଙ୍କୁ କ୍ୟୁଟ୍ କହୁଛନ୍ତି।

{"id":252911,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.