Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଇନଷ୍ଟାରେ ମଶା କାମୁଡ଼ିଥିବା ଭିଡିଓ ସେୟାର କଲେ ଦିଶା : ଭାଇରାଲ୍ ହେଲା ଭିଡିଓ

12/04/2020 at 1:29 PM

ମୁମ୍ବାଇ ୧୨/୪: ବଲିଉଡ ଅଭିନେତ୍ରୀ ଦିଶା ପଟାନି ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ଏହି ଲକଡାଉନରେ ଦିଶା ନିଜ ଘରେ ପରିବାର ସହ ଆଇସୋଲେଟରେ ଅଛନ୍ତି। ସେ ନିଜର ଏକ ଭିଡିଓ ସେୟାର କରିଥିଲେ,ଯେଉଁଥିରେ ତାଙ୍କର କ୍ବାରେଣ୍ଟାଇନ୍ ମୁଡ ନଜର ଆସିଥିଲା। ଏହି ଭିଡିଟକୁ ଜୁମ୍ କରି ଦେଖିବା ଦ୍ବାରା ତାଙ୍କ ମୁହଁରେ ମଶା କାମୁଡ଼ିବାର ଦାଗ ଦେଖିବାକୁ ମିଳିଥିଲା।

ଏବେ ସେ ଏକ ନୂଆ ଭିଡିଓ ନିଜ ଇନଷ୍ଟା ଷ୍ଟୋରୀ​ରେ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଦେଖାଉଛନ୍ତି ଯେ କିପରି ମଶା ତାଙ୍କ ନାକ ପାଖରେ କାମୁଡ଼ି ଦେଇଛି। ଦିଶାଙ୍କ ଏକ୍ସପ୍ରେସନରୁ ଜଣା ପଡ଼ୁଛି ଯେ ସେ ଘରେ ବହୁତ ବୋର୍ ହେଉଛନ୍ତି ଏବଂ ତାଙ୍କୁ ଟାଇମ୍ ପାସ୍ ପାଇଁ ଏସବୁ କରିବାକୁ ପଡ଼ୁଛି।

 ଏହି ଭିଡିଓଟି ଦିଶାଙ୍କ ଫ୍ୟାନ ପେଜରେ ଭାଇରାଲ୍ ହେଉଛି। ଏଥିରେ ଲୋକେ ତାଙ୍କୁ କ୍ୟୁଟ୍ କହୁଛନ୍ତି।

   Related Posts