Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ହଟ୍ ଜିନ୍ସ ଓ ସାର୍ଟର ବୋତାମ ଖୋଲି ଦର୍ଶକଙ୍କୁ ପାଗଳ କରିଲେ ଏହି ଅଭିନେତ୍ରୀ

21/05/2019 at 5:24 PM

ମୁମ୍ବାଇ ୨୧|୫: ସୋସିଆଲ ମିଡିଆ ସେନସେସନ ଦିଶା ପଟ୍ଟାନୀ ନିଜ ହଟ୍‌ନେସ ଦ୍ବାରା ଦିନକୁ ଦିନ ନିଜ ଫ୍ୟାନ ଫଲୋଇଗଂ ବଢାଇବାରେ ଲାଗିଛନ୍ତି। ଫିଟ୍‌ନେସ ଭିଡିଓରୁ ଆରମ୍ଭ କରି ବିକିନୀ/ଲିଂଗରୀ ଫଟୋଶୁଟ୍‌ ଯାଏଁ ସବୁଥିରେ ସେ ନିଜ ହଟ୍‌ନେସରୁ ଅନେକ ଦର୍ଶକଙ୍କ ମଧ୍ୟରେ ନିଁଆ ଲଗାଇଛନ୍ତି।
ବଲିଉଡ ଅଭିନେତ୍ରୀ ଦିଶା ପଟ୍ଟାନୀ ଏବେ ସୋସିଆଲ ମିଡିଆରେ ଛାଇଛନ୍ତି। ଦିଶା ବଲିଉଡର ଜଣେ ଏମିତି ଅଭିନେତ୍ରୀ ଯିଏ ବହୁତ କମ ସମୟରେ କୋଟି କୋଟି ଦର୍ଶକଙ୍କ ଦିଲରେ ରାଜ କରିପାରିଛନ୍ତି। ଅଭିନୟଠୁ ଅଧିକ ସେ ନିଜ କ୍ୟୁଟ ସ୍ମାଇଲ ପାଇଁ ଅଧିକ ଫେମସ ହୋଇଛନ୍ତି ।
ଏବେ ଦିଶା ତାଙ୍କ ଆଗାମୀ ଫିଲ୍ମ “ଭାରାତ”କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ଜୁନ ମାସ ୫ ତାରିଖରେ ଏହି ପିଲ୍ମ ରିଲିଜ ହେବାକୁ ଯାଉଛି।
ଦିଶା ପଟ୍ଟାନୀ କେଲଭିନ କ୍ଲାଇନ୍‌ କମ୍ପାନୀର ବ୍ରାଣ୍ଡ ଆମ୍ବାସେଡର। ପ୍ରଥମ ଥର ଭଳି ଏଥର ମଧ୍ୟ ଲିଗଂରୀ ଲୁକ୍‌ରେ ଧମାଲ କରିଛନ୍ତି ଦିଶା। ଏହି ଫଟୋଶୁଟ୍‌ରେ ଦିଶା କଳା ରଂଗର ଲିଂଗରୀ ପିନ୍ଧିଛନ୍ତି। ସାର୍ଟ ଓ ପ୍ୟାଣ୍ଟର ବୋତାମ ଖୋଲା ଅନ୍ଦାଜ ଅନେକ ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି।  

   Related Posts