ହଟ୍ ଜିନ୍ସ ଓ ସାର୍ଟର ବୋତାମ ଖୋଲି ଦର୍ଶକଙ୍କୁ ପାଗଳ କରିଲେ ଏହି ଅଭିନେତ୍ରୀ

Published By : Prameya-News7 Bureau | May 21, 2019 IST

wp:heading {"level":5}
ମୁମ୍ବାଇ ୨୧|୫: ସୋସିଆଲ ମିଡିଆ ସେନସେସନ ଦିଶା ପଟ୍ଟାନୀ ନିଜ ହଟ୍‌ନେସ ଦ୍ବାରା ଦିନକୁ ଦିନ ନିଜ ଫ୍ୟାନ ଫଲୋଇଗଂ ବଢାଇବାରେ ଲାଗିଛନ୍ତି। ଫିଟ୍‌ନେସ ଭିଡିଓରୁ ଆରମ୍ଭ କରି ବିକିନୀ/ଲିଂଗରୀ ଫଟୋଶୁଟ୍‌ ଯାଏଁ ସବୁଥିରେ ସେ ନିଜ ହଟ୍‌ନେସରୁ ଅନେକ ଦର୍ଶକଙ୍କ ମଧ୍ୟରେ ନିଁଆ ଲଗାଇଛନ୍ତି।
/wp:heading {"id":114487}
wp:heading {"level":5}
ବଲିଉଡ ଅଭିନେତ୍ରୀ ଦିଶା ପଟ୍ଟାନୀ ଏବେ ସୋସିଆଲ ମିଡିଆରେ ଛାଇଛନ୍ତି। ଦିଶା ବଲିଉଡର ଜଣେ ଏମିତି ଅଭିନେତ୍ରୀ ଯିଏ ବହୁତ କମ ସମୟରେ କୋଟି କୋଟି ଦର୍ଶକଙ୍କ ଦିଲରେ ରାଜ କରିପାରିଛନ୍ତି। ଅଭିନୟଠୁ ଅଧିକ ସେ ନିଜ କ୍ୟୁଟ ସ୍ମାଇଲ ପାଇଁ ଅଧିକ ଫେମସ ହୋଇଛନ୍ତି ।
/wp:heading {"id":114488}
wp:heading {"level":5}
ଏବେ ଦିଶା ତାଙ୍କ ଆଗାମୀ ଫିଲ୍ମ “ଭାରାତ”କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ଜୁନ ମାସ ୫ ତାରିଖରେ ଏହି ପିଲ୍ମ ରିଲିଜ ହେବାକୁ ଯାଉଛି।
/wp:heading {"id":114490}
wp:heading {"level":5}
ଦିଶା ପଟ୍ଟାନୀ କେଲଭିନ କ୍ଲାଇନ୍‌ କମ୍ପାନୀର ବ୍ରାଣ୍ଡ ଆମ୍ବାସେଡର। ପ୍ରଥମ ଥର ଭଳି ଏଥର ମଧ୍ୟ ଲିଗଂରୀ ଲୁକ୍‌ରେ ଧମାଲ କରିଛନ୍ତି ଦିଶା। ଏହି ଫଟୋଶୁଟ୍‌ରେ ଦିଶା କଳା ରଂଗର ଲିଂଗରୀ ପିନ୍ଧିଛନ୍ତି। ସାର୍ଟ ଓ ପ୍ୟାଣ୍ଟର ବୋତାମ ଖୋଲା ଅନ୍ଦାଜ ଅନେକ ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି।  
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.