Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ସଲମାନ ଖାନଙ୍କ ସହ ଅଭିନେତ୍ରୀ ଦିଶା ପଟ୍ଟାନୀ ଆଉ ଏକ ଫିଲ୍ମ ସାଇନ କରିବା ମାତ୍ରେ କିଣିଲେ ଦେଢକୋଟି ମୂଲ୍ୟର ଏହି କାର

13/11/2019 at 9:05 AM

ମୁମ୍ବାଇ୧୨|୧୧: ବଲିଉଡରେ ଧୀରେ ଧୀରେ ସଫଳ ହେଉଥିବା ଅଭିନେତ୍ରୀ ଦିଶା ପଟ୍ଟାନୀ କିଛି ଦିନ ତଳେ ଅଭିନେତା ସଲମାନ ଖାନଙ୍କ ସହ ଫିଲ୍ମ ଭାରତରେ ନଜର ଆସିଥିଲେ। ଏବେ ଦିଶା ଦବଙ୍ଗ ଖାନ ସଲମାନଙ୍କ ସହ ଆଉ ଏକ ଫିଲ୍ମ ସାଇନ କରିଛନ୍ତି। ଫିଲ୍ମର ନାଁ ହେଉଛି ରାଧେ।

ଦିଶା ଏହି ଫିଲ୍ମର ଶୁଟିଂ ଆରମ୍ଭ କରିସାରିଛନ୍ତି। ନିକଟରେ ଦିଶା ନୂଆ ଗାଡି ମଧ୍ୟ କିଣିଛନ୍ତି। ତାଙ୍କ ନୂଆ ଗାଡିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦିଶା ରେଞ୍ଜ ରୋଭରର ସ୍ପୋର୍ଟ୍ସ ଭର୍ସନ କାର କିଣିଛନ୍ତି। ସେ ନିଜେ ଏହି ଫଟୋ ସେୟାର କରିଥିଲେ। କାରର ଦାମ ହେଉଛି ୧.୫୨ କୋଟି ଟଙ୍କା।

ଦିଶା ଏମିତି ଜଣେ ସେଲିବ୍ରିଟି ଯିଏ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରୁ କରୁ ସମସ୍ତଙ୍କୁ ପାଗଳ କରିଥିଲେ। ଦିଶାଙ୍କ ସ୍ମାଇଲର ସମଗ୍ର ଭାରତ ଦିୱାନା।ତେବେ ଦିଶାଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ, ଆଲ୍ଲୁ ଅର୍ଜ୍ଜନ, ଅମିତାଭ ବଚ୍ଚନ, ସଞ୍ଜୟ ଦତ୍ତ, ଶାହରୁଖ ଖାନ, ଆଲିୟା ଭଟ୍ଟ ଓ ସଲମାନଙ୍କ ପାଖରେ ଏହି ଗାଡି ଅଛି। ଦିଶାଙ୍କ ପାଖରେ ଫିଲ୍ମ ରାଧେ ସହ ଆଉ ଏକ ଫିଲ୍ମ ଅଛି ଯାହାର ନାଁ ହେଉଛି ମଲଙ୍ଗ। ଏହି ଫିଲ୍ମରେ ସେ ଅନୀଲ କପୁର ଓ ଆଦିତ୍ୟ ରଏ କପୁର ସହ ଅଭିନୟ କରିବେ।     

   Related Posts