ପଣସବାଙ୍କ ନିକଟରେ ଓଲଟିପଡ଼ିଲା ଡ଼ିଜେଲ ଟ୍ୟାଙ୍କର, ଦୁଇ ଗୁରୁତର

Published By : Prameya-News7 Bureau | January 24, 2019 IST

ଜି :ଉଦୟଗିରି ୨୪/୧ : ପଣସବାଙ୍କ ନିକଟରେ ରେ ଜଟଣୀ ରୁ ରାୟଗଡା ଯାଉଥିବା ଏକ ଡିଜେଲ ଟ୍ୟାଙ୍କର ଦୁଇ ଶହ ମିଟର ତଳକୁ ଖସି ପଡ଼ିଛି । ଏହି ର୍ଦୁଘଟଣାରେ ଦୁଇ ଜଣ ଗୁରୁତର ଅବସ୍ଥାରେ ଜି ଉଦୟଗିରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଭାରସାମ୍ୟ ହରାଇ ଟ୍ୟାଙ୍କର ଟି ତଳକୁ ଖସି ପଡ଼ିଥିଲା । ଘଟଣା ସ୍ଥଳରେ ଜି ଉଦୟଗିରି ପୋଲିସ ଓ ଦମକଳ ବାହିନୀ ଉଦ୍ଧାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.