ପେରୁରୁ ମିଳିଲା ୮୦୦ ବର୍ଷ ପୁରୁଣା ମମି, ପାଖରେ ରଖାଯାଇଥିଲା ପନିପରିବା ଓ ପଥର ସରଞ୍ଜାମ

Published By : Prameya-News7 Bureau | November 27, 2021 IST

ନୂଆଦିଲ୍ଲୀ ୨୭/୧୧: ବିଶେଷଜ୍ଞ ଟିମ୍ ପେରୁର କେନ୍ଦ୍ରୀୟ ଉପକୂଳରୁ ୮୦୦ ବର୍ଷ ପୁରୁଣା ଏକ ମମି ଖୋଜି ବାହାର କରିଛନ୍ତି। ଟିମର ଜଣେ ବିଶେଷଜ୍ଞ ଏହି ସୂଚନା ଦେଇଛନ୍ତି।

{"width":714,"height":446}
 स्टेट यूनिवर्सिटी ऑफ सैन मार्कोस के वैन डालन लूना ने कहा,' ममी की मुख्य विशेषता यह है कि पूरे शरीर को रस्सियों से बांधा गया था और हाथों से चेहरा ढंका हुआ था.यह स्थानीय अंतिम संस्कार के नियम का हिस्सा होगा.' उन्होंने कहा कि अवशेष एक ऐसे व्यक्ति के हैं जो देश के उच्च अंडियन क्षेत्र में रहता था रेडियोकार्बन डेटिंग के जरिए ही सही समय का अंदाजा लगाया जा सकता है.

ସୂଚନା ଅନୁଯାୟୀ, ମମି ଅବଶିଷ୍ଟାଂଶ ଦକ୍ଷିଣ ଆମେରିକା ଦେଶର ଉପକୂଳ ଏବଂ ପର୍ବତ ମଧ୍ୟରେ ବିକଶିତ ହୋଇଥିବା ସଂସ୍କୃତିର ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଛି। ପ୍ରତ୍ନତତ୍ତ୍ୱବିତ୍ ପିଟର ୱାନ୍ ଡେଲେନ୍ ଲୁନା କହିଛନ୍ତି ଯେ ଲିମା ଅଞ୍ଚଳରେ ଏହି ମମିକୁ ଖୋଜି ବାହାର କରାଯାଇଛି। କିନ୍ତୁ ମମି ଜଣେ ମହିଳା କିମ୍ବା ପୁରୁଷଙ୍କର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ମମି ଲିମା ସହରର ଉପକଣ୍ଠରେ ଥିବା ମାଟିତଳୁ ମିଳିଛି​। ସେ କହିଛନ୍ତି ଯେ ସମାଧିରେ ଚିନା ମାଟିର ଜିନିଷ, ପନିପରିବା ଅବଶିଷ୍ଟାଂଶ ଏବଂ ପଥର ଉପକରଣ ମଧ୍ୟ ରଖାଯାଇଛି।

{"width":716,"height":448}
 लीमा शहर के बाहरी इलाके में भूमि के नीचे बनी एक संरचना में यह ममी मिली. उन्होंने कहा कि मकबरे में चीनी मिट्टी की चीज़ें, सब्जियों के अवशेष और पत्थर के औजार भी रखा गया था.

ସାନ ମାର୍କୋସ ଷ୍ଟେଟ ୟୁନିଭରସିଟିର ୱାନ ଡାଲେନ ଲୁନା କହିଛନ୍ତି, "ମମିର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ସମଗ୍ର ଶରୀରକୁ ଦଉଡିରେ ବାନ୍ଧି ଦିଆଯାଇଥିଲା ଏବଂ ମୁହଁ ହାତରେ ଆଚ୍ଛାଦିତ ହୋଇଥିଲା। ଏହା ସ୍ଥାନୀୟ ଅନ୍ତିମ ସଂସ୍କାରର ଏକ ଅଂଶ ବୋଲି ଏନୁମାନ କରାଯାଉଛି।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.