Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ ହେବେ ରାଜ୍ୟ ସୂଚନା କମିଶନର

14/08/2020 at 7:43 AM

ଭୁବନେଶ୍ୱର୧୪/୮: ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ ରାଜ୍ୟ ସୂଚନା କମିଶନ ସଦସ୍ୟ ନିଯୁକ୍ତି ପାଇବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୂଚନା କମିଶନର ସଦସ୍ୟ ଚୟନ ବୈଠକରେ ଶ୍ରୀ ବିଶୋୟୀଙ୍କ ନାଁ ଉପରେ ସହମତି ପ୍ରକାଶ ପାଇଛି ।

ଶ୍ରୀ ବିଶୋୟୀ ଦୀର୍ଘ ୪୦ ବର୍ଷର ସାମ୍ବାଦିକତା କ୍ୟାରିୟରରେ ୩୫ ବର୍ଷ ଧରି ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ସେ ‘ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’, ‘ଏମ୍‌ବିସି ଟିଭି’ର ପୂର୍ବତନ୍‌ ଏଡିଟର୍‌ ଇନ୍‌ ଚିଫ୍‌, ଓଡ଼ିଆ ଦୈନିକ ଖବର କାଗଜ ‘ସମୟ’ର ପୂର୍ବତନ ଏଡିଟର୍‌, ‘ଫାଇନାନ୍‌ସିଆଲ୍‌ ଏକ୍ସପ୍ରେସ୍‌’ର ପୂର୍ବତନ ଓଡ଼ିଶା ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଏଥିସହିତ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟରେ ଅଧ୍ୟାପନା ସହ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ସ୍ତମ୍ଭ ଲେଖିବା ଏବଂ ଟିଭି ଆଲୋଚନାରେ ବରିଷ୍ଠ ବକ୍ତା ଭାବେ ଅଂଶଗ୍ରହଣ କରି ବଳିଷ୍ଠ ଯୁକ୍ତି ଓ ମତ ରଖି ଆସିଛନ୍ତି ।

   Related Posts