Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିଗପହଣ୍ଡି ରୋଲଗାଁ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୪ବର୍ଷ ଜେଲ୍ ସହ ୨ହଜାର ଟଙ୍କା ଜରିମାନା

15/09/2018 at 1:57 AM

ବ୍ରହ୍ମପୁର ୧୪/୦୯ : ଦିଗପହଣ୍ଡି ରୋଲଗାଁ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସିମାଞ୍ଚଳ ମଲ୍ଲିକଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୨ ହଜାର ଟଙ୍କା ଜରିମାନା । ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ରାୟ ।

   Related Posts