ବିମାନ ପରିଚାରିକା ହେବା ପାଇଁ ସୁନ୍ଦରୀ ଯୁବତୀଙ୍କୁ ଏହି ଦେଶରେ କଣ କଣ କରିବାକୁ ଯେ ପଡେ… ଜାଣନ୍ତୁ

Published By : Prameya-News7 Bureau | March 30, 2019 IST

wp:heading {"level":5}
ଏୟାର ହୋଷ୍ଟେସ ବା ବିମାନ ପରିଚାରିକା ଏମିତି ଏକ ପ୍ରଫେସନ ଯାହାକୁ ଲୋକମାନେ ଗ୍ଲାମର ଚାକୀରି ଭାବନ୍ତି। ଅଧିକାଂଶ ସୁନ୍ଧରୀ ଏବଂ ବୁଦ୍ଧିମତି ଝିଅ ଏହି ପ୍ରଫେସନକୁ ପସନ୍ଦ କରନ୍ତି। କିନ୍ତୁ ଏୟର ହୋଷ୍ଟେସ ହେବା ପାଇଁ କେବଳ ସୁନ୍ଦର ହେବା ଜରୁରୀ ହୋଇନଥାଏ। ବିଶ୍ୱରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଏୟାର ହୋଷ୍ଟେସ ହେବା ପାଇଁ ଝିଅଙ୍କୁ ଆର୍ମି ଅଫିସରଙ୍କ ଭଳି ଘଣ୍ଟା ଘଣ୍ଟା ଧରି ଟ୍ରେନିଂ ଦିଆଯାଏ। ରିପୋର୍ଟ ଅନୁସାରେ ଚେନ୍ଦୁ ଏୱିଏସନ ଟ୍ରେନିଂ ଇଣଷ୍ଟିଚ୍ୟୁଟ୍‌ରେ ଝିଅଙ୍କୁ ଫ୍ଲାଇଙ୍ଗ ଆଟେଣ୍ଡାଣ୍ଟ ହେବା ପାଇଁ ଏହି ଟ୍ରେନିଂ ଦିଆଯାଏ।
/wp:heading {"id":98534,"width":566,"height":376}

ଏହି ଟ୍ରେନିଂ ଦେଖିଲେ କଠିନ ପରିଶ୍ରମ କରୁଥିବା ସୈନିକଙ୍କ ମଧ୍ୟ ଲୋମ ଟାଙ୍କୁରି ଯାଏ। ଏହି ଶ୍ରେଣୀରେ ଚାକୀରି କରିବା ପାଇଁ ଝିଅମାନଙ୍କୁ କୁଂଫୁ ଚାମ୍ପିୟନଙ୍କ ଭଳି ଟ୍ରେନିଂ ଦିଆଯାଏ।

{"id":98529}

ଏହି ଝିଅମାନଙ୍କୁ ନଇ କୂଳ କାଦୁଅ ପାଣିରେ ମୁହଁ ପୋତି ରହିବାକୁ କୁହାଯାଏ। ଯାହା ଦ୍ୱାରା ସହିବା ଶକ୍ତି ବଢିଥାଏ।    ଏହା ବ୍ୟତୀତ ଲଂମ୍ବ ଡିଆଁ, ୧୦ କିଲମିଟର ଦୌଡ, ହାତରେ ଇଟା ଓ ପଥର ଭାଙ୍ଗିବା ଆଦି ଟ୍ରେନିଂ ମଧ୍ୟ ଦିଆଯାଏ।

{"id":98530}
wp:heading {"level":5}
ଚୀନରେ ଏହି ସଂସ୍ଥା ରହିଛି । ଯେଉଁଠି ବିମାନ ପରିଚାରିକା ଲାଗି ଝିଅମାନେ ସୁନ୍ଦର ହେବା ଯଥେଷ୍ଟ ହୋଇନଥାଏ। ଏଠାରେ ସୁନ୍ଦର ହେବା ସହ ସାହାସୀ ଓ ଶକ୍ତ ହେବା ଦରକାର ।  
/wp:heading {"id":98531}

ଯିଏ ପ୍ରତ୍ୟେକ କଷ୍ଟ କାମ ସୁବିଧାରେ କରିପାରିବ। ଚୀନରେ ଏହି କ୍ଷେତ୍ରରେ କ୍ୟାରିଅର ଗଢିବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ। ଏଅହି ଭଳି ଟ୍ରେନିଂ ପଛର କାରଣ ଏହା ଯେ, ଜରୁରୀ ସମୟରେ ବିମାନ ପରିଚାରିକାମାନେ ଯାତ୍ରୀଙ୍କ ସହାୟତା କରିପାରିବେ। ଚୀନ ପରେ ଅନେକ ଦେଶ ଏବେ ଏହି ଟ୍ରେନିଂକୁ ଗୁରୁତ୍ୱ ଦେଉଛନ୍ତି।    

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.