ଟ୍ରକ୍ ଚାପାରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତ୍ୟୁ

Published By : Prameya-News7 Bureau | May 12, 2021 IST

ଚଣ୍ଡିଖୋଲ ୧୨।୫: ଯାଜପୁର ଜିଲ୍ଲା ଛତିଆ ଗଳିପୋଲ ତଳେ ଏକ ଟ୍ରକ୍ ଚାପାରେ ପାଗଳର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ କାର୍ଯ୍ୟରତ ପୋଲିସ ଦ୍ବାରା ଉଭୟ ଚାଳକ ଓ ଗାଡିକୁ ଜବତ କରାଯାଇଛି । ଛତିଆ ପୋଲିସ ମୃତ ପାଗଳର ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.