ବ୍ରହ୍ମପୁରରେ ଡେଙ୍ଗୁ ରେ।ଗୀଙ୍କ ମୃତ୍ୟୁ ଅଭିଯେ।ଗ

Published By : Prameya-News7 Bureau | August 18, 2018 IST

ବ୍ରହ୍ମପୁରରେ ଡେଙ୍ଗୁ ରେ।ଗୀଙ୍କ ମୃତ୍ୟୁ ଅଭିଯେ।ଗ । ମୃତକ କାଶିନଗର ବ୍ଳକ ସିଙ୍ଗିପୁର ଗାଁର ଲକ୍ଷ୍ମୀ ଚିନ୍ତଡା । MKCG ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେ।ଇଛି । ପୂର୍ବରୁ ସିଙ୍ଗିପୁର ଗାଁରେ ୩ ଜଣ ଡେଙ୍ଗୁରେ ଆକ୍ରାନ୍ତ ହେ।ଇ ମୃତ୍ୟୁ ହେ।ଇଥିବା ଅଭିଯେ।ଗ ହେ।ଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.