ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନର୍ଯ୍ୟାତନା ଘଟଣା: ଭିନ୍ନକ୍ଷମ କମିଶନ ନିଜଆଡୁ କରିବେ ତଦନ୍ତ

ଭୁବନେଶ୍ବର୨୪/୧:  ଭୁବନେଶ୍ବରରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ଘଟଣାର ତଦନ୍ତ କରିବେ ଭନ୍ନକ୍ଷମ କମିଶନ। ଏହି ଘଟଣା ସାମ୍ନାକୁ ଆସିବା ପରେ ସେ କମିଶନ ନିଜ ଆଡୁ ମାମଲାକୁ ହାତକୁ ନେଇଛନ୍ତି।  ନୂଆପଡାର ସମ୍ପୃକ୍ତ ଯୁବତୀଙ୍କୁ ଚାକିରୀ ଦେଇ ଅସଦାଚରଣ  କରିବା ସହିତ ଦୁଷ୍କର୍ମ କରିବା ପାଇଁ  ଉତ୍କଳ ଭିନ୍ନକ୍ଷମ କଲ୍ୟାଣ ମହାସଂଘର କୋଷଧ୍ୟକ୍ଷ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଦୁଇମାସ ପୂର୍ବରୁ ଏତଲା ହୋଇଥିଲେ ମଧ୍ୟ ପୋଲିସ ହାତବାନ୍ଧି ବସିଛି। ଯାହାକୁ … Continue reading ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନର୍ଯ୍ୟାତନା ଘଟଣା: ଭିନ୍ନକ୍ଷମ କମିଶନ ନିଜଆଡୁ କରିବେ ତଦନ୍ତ