Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

କଳାହାଣ୍ଡିରେ ଡାଇରିଆ ଆତଙ୍କ ; ୧୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

17/07/2018 at 7:34 AM

ବର୍ଷ। ପରେ ଡାଇରିଆ ଆତଙ୍କ । ଧର୍ମଗଡ ବ୍ଲକ ବଗାଡ ଗାଁ ରେ ଡାଇରିଆ । ଗାଁର ୧୦ ଜଣ ବର୍ତ୍ତମାନ ଧର୍ମଗଡ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବଳେ ସେ ମଧ୍ୟରୁ ୨ ଶିଶୁ ଅନ୍ତର୍ଭୁକ୍ତ । ପ୍ରାଥମିକ ଚିକିତ୍ସା ପରେ ଜଳରେ ସଂକ୍ରମଣ ପାଇଁ ଡାଇରିଆ ହୋଇଥିବା ଡାକ୍ତର ସୁଚନା ଦେଇଛନ୍ତି । ବଗାଡ ଗାଁର ହେମନ୍ତ ଦୁରିଆ (୩୨) କୁ ଡାକ୍ତରଖାନା ଆଣାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଆଭିଯୋଗ କରିଛନ୍ତି ।

   Related Posts