କଳାହାଣ୍ଡିରେ ଡାଇରିଆ ଆତଙ୍କ ; ୧୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

Published By : Prameya-News7 Bureau | July 17, 2018 IST

ବର୍ଷ। ପରେ ଡାଇରିଆ ଆତଙ୍କ । ଧର୍ମଗଡ ବ୍ଲକ ବଗାଡ ଗାଁ ରେ ଡାଇରିଆ । ଗାଁର ୧୦ ଜଣ ବର୍ତ୍ତମାନ ଧର୍ମଗଡ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବଳେ ସେ ମଧ୍ୟରୁ ୨ ଶିଶୁ ଅନ୍ତର୍ଭୁକ୍ତ । ପ୍ରାଥମିକ ଚିକିତ୍ସା ପରେ ଜଳରେ ସଂକ୍ରମଣ ପାଇଁ ଡାଇରିଆ ହୋଇଥିବା ଡାକ୍ତର ସୁଚନା ଦେଇଛନ୍ତି । ବଗାଡ ଗାଁର ହେମନ୍ତ ଦୁରିଆ (୩୨) କୁ ଡାକ୍ତରଖାନା ଆଣାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଆଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.