ଚୋରାରେ ଚାଲାଣ ବେଳେ ଷ୍ଟେସନରୁ ହୀରା ଜବତ, ୨ ଗିରଫ

Published By : Prameya-News7 Bureau | April 13, 2019 IST

ସୋର ୧୩|୪: ସୋର ଷ୍ଟେସନରୁ ହୀରା ଜବତ ହୋଇଛି । ଏହି ହୀରା ଓଡିଶାରୁ ପଶ୍ଚିମ ବଙ୍ଗକୁ ଚାଲାଣ ହେଉଥିବା ବେଳେ ରେଲୱେ ପ୍ରୋଟେକ୍ସନ ଫୋର୍ସ ଜବତ କରିଛି । ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି ।

{"id":103012}

ଦୁଇ ଅଭିଯୁକ୍ତ ହେଲେ ଅନାଦି ଚରଣ ମହାନ୍ତି ଓ ବାବୁଲା ରଣା । ସେମାନେ ଏହି ହୀରା କୁଆଡ଼େ ନେଉଥିଲେ ତାକୁ ନେଇ ପୋଲିସ ତନାଘନା ଚଳାଇଛି।

{"id":103013}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.