ମୟୂରଭଂଜ ଜିଲ୍ଲା ଉଦଳା ବ୍ଲକ ପାଟଶାଣିପୁର ପଂଚାୟତ ଖଲାଡି ଗ୍ରାମରେ ଡାଇରିଆ ଆତଙ୍କ ।
6/09/2018 at 2:09 PM

ଭୁବନେଶ୍ଵର;୦୬/୦୯- ମୟୂରଭ ଜିଲ୍ଲା ଉଦଳା ବ୍ଲକ ପାଟଶାଣିପୁର ପଂଚାୟତ ଖଲାଡି ଗ୍ରାମରେ ଡାଇରିଆ ଆତଙ୍କ । ଡାଇରିଆରେ ୨୦ରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବାରିପଦା ସ୍ଥାନାନ୍ତର କରାଯାଇଛି । ଗାଁରେ ଦୂଷିତ ପାଣି ପାଇଁ ଡାଇରିଆ ବ୍ୟାପୁଥିବା କହିଛନ୍ତି ଗାଁ ଲୋକ । ଡାଇରିଆ ବ୍ୟାପୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗାଁରେ ମେଡିକାଲ ଟିମ ପହଞ୍ଚି ସ୍ଥ୍ତିତି ଅନୁଧ୍ୟାନ କରିଛନ୍ତି ।