Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||

ଧୋନୀଙ୍କ ମୃତ ପ୍ରେମିକା ପ୍ରିୟଙ୍କା ଝାଙ୍କ ଫଟୋ ଦେଖିଲେ ଆଖିରେ ପାଣି ଆସିଯିବ…

26/08/2019 at 4:22 PM

ମୁମ୍ବାଇ୨୬|୮:ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ଓ ବର୍ତ୍ତମାନର ୱିକେଟକିପର ଏବଂ ବ୍ୟଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନୀଙ୍କୁ କିଏ ବା ନଜାଣେ। ତାଙ୍କ ପରିଚୟର ଆବଶ୍ୟକତା ନାହିଁ। ଧୋନୀ ନିଜ ଖେଳ ପାଇଁ ସାରା ବିଶ୍ବରେ ପରିଚିତ।

ଧୋନୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଲୋକେ ଫିଲ୍ମ ଏମ୍‌ଏସ ଧୋନୀ ଦ ଅନ୍‌ଟୋଲ୍ଡ ଷ୍ଟୋରୀରୁ ଜାଣିବାକୁ ପାଇଥିଲେ। ଫିଲ୍ମରେ ଧୋନୀଙ୍କ ସୁନ୍ଦରୀ ପ୍ରେମିକା ପ୍ରିୟଙ୍କା ଝାଙ୍କ ବିଷୟରେ ମଧ୍ୟ ଦେଖାଇଥିଲା। ଫିଲ୍ମ ମାଧ୍ୟମରେ ଲୋକେ ପ୍ରିୟଙ୍କାଙ୍କ ବିଷୟରେ ଜାଣିବାକୁ ପାଇଥିଲେ।

ଧୋନୀ ପ୍ରିୟଙ୍କାଙ୍କୁ ବହୁତ ଭଲ ପାଉଥିଲେ।ଫିଲ୍ମରେ ପ୍ରିୟଙ୍କାଙ୍କ ଭୂମିକାରେ ଅଭିନେତ୍ରୀ ଦିଶା ପଟ୍ଟାନୀ ଅଭିନୟ କରିଛନ୍ତି। ଫିଲ୍ମ ପୂର୍ବରୁ ପ୍ରିୟଙ୍କାଙ୍କ ବିଷୟରେ ଅଧିକାଂଶ ଲୋକେ ଜାଣିନଥିଲେ।ଫିଲ୍ମରେ ଦିଶାଙ୍କୁ ଦେଖି ଅନେକ ଦର୍ଶକ ପ୍ରିୟଙ୍କାଙ୍କୁ ଦେଖିବା ପାଇଁ ଇଛା ପ୍ରକାଶ କରିଥିବେ।

ତେବେ ଧୋନୀଙ୍କ ମୃତ ପ୍ରେମିକାଙ୍କ ଫଟୋ ଫିଲ୍ମ ରିଲିଜ ହେବା ପରେ ସାମ୍ନାକୁ ଆସିଥିଲା। ଧୋନୀଙ୍କର ଏହି ଫିଲ୍ମ ୧୦୦ କୋଟିରୁ ଅଧିକ ଆୟ କରିଥିଲା। ଏହି ଫିଲ୍ମରେ ଧୋନୀଙ୍କ ପତ୍ନୀ ସାକ୍ଷୀଙ୍କ ବିଷୟରେ ମଧ୍ୟ ଦେଖାଯାଇଛି। ଫିଲ୍ମରେ ସାକ୍ଷୀଙ୍କ ଭୂମିକାରେ ଅଭିନେତ୍ରୀ କିଆରା ଆଡଭାନୀ ନଜର ଆସିଥିଲେ।

ଉଭୟଙ୍କ ବ୍ୟତୀତ ଅଭିନେତ୍ରୀ ଲକ୍ଷ୍ମୀ ରାୟଙ୍କ ସହ ମଧ୍ୟ ଧୋନୀ ରିଲେସନଶିପ୍‌ରେ ଥିଲେ। ହେଲେ ତାଙ୍କ ବିଷୟରେ ଫିଲ୍ମରେ ଦେଖାଯାଇନଥିଲା।

 

   Related Posts